କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେନି ଅଶୋକ ଗେହଲଟ: ସୋନିଆ ଗାନ୍ଧୀଙ୍କୁ ଭେଟି ମାଗିଲେ କ୍ଷମା
ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାକୁ ଜାରି ରହିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତକାର କରିଛନ୍ତି । ଏହି ବୈଠକ ପ୍ରାୟ ୧: ୩୦ ମିନିଟ୍ ଧରି…