(ଭିଡିଓ)ବିମାନରେ ସେଓ ବିକିଲେ ବୁଲାବିକାଳି, ଦୃଶ୍ୟ ଦେଖି ତାଜୁବ୍ ହେଲେ ଯାତ୍ରୀ, ଏମିତି ରହିଛି ଘଟଣା

ନୂଆଦିଲ୍ଲୀ: ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଟ୍ରେନ ଏବଂ ବସ୍ ଷ୍ଟାଣ୍ଡରେ ସର୍ବଦା ବୁଲା ବିକାଳିଙ୍କୁ ଦେଖିବାକୁ ମିଳିଥାଏ। ଏହି ସବୁ ବୁଲାବିକାଳି ଅଭିନବ ଶୈଳୀରେ କଥା କହି କିମ୍ବା ଡାକ ପକାଇ ସମସ୍ତଙ୍କ ଦୃଷ୍ଟି…

ମୁସ୍କିଲ ସମୟରେ ସଙ୍କଟମୋଚକ ଏକେ ଆଣ୍ଟୋନୀଙ୍କୁ ମନେ ପକାଇଲେ ସୋନିଆ, ଲୋଡିଲେ ସହାୟତା

ନୂଆଦିଲ୍ଲୀ: ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମୁସ୍କିଲ ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ ନୂତନ ସଙ୍କଟ ସୃଷ୍ଟି କରିଛି।…

ଜର୍ସି ପିନ୍ଧିଲି ମୋ ଜ୍ୱର ଛାଡ଼ିଗଲା… ଦେହ ଖରାପ ପରେ ବି ମ୍ୟାଚରେ ଚମକିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ଅତି ରୋମାଞ୍ଚକର ଭାବେ ନିଜର କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ପାଇଁ ସୁପରହିରୋ ସାଜିଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ବିସ୍ଫୋରକ ବ୍ୟାଟିଂ କରି…

(ଭିଡ଼ିଓ) ଠକି ଦେଲା Meesho ;ଦମଦାର ଅଫର ଦେଖି ମଗେଇଥିଲେ ଡ୍ରୋନ୍ କିନ୍ତୁ ପାର୍ସଲ ଖୋଲିଲା ପରେ ବାହାରିଲା ଆଳୁ

ନାଳନ୍ଦା : ବର୍ତ୍ତମାନ ସବୁ ଆଡେ ପାର୍ବଣର ଋତୁ ଚାଲିଛି। ଏହାସହ ସବୁ ଅନଲାଇନ ଆପରେ ମଧ୍ୟ ଧମାକିଦାର ଅଫର ମଧ୍ୟ ଚାଲିଛି। ବିଭିନ୍ନ ବ୍ରାଣ୍ଡଗୁଡ଼ିକ ଉପରେ ଲାଭଜନକ ଅଫର ଏବଂ ରିହାତି ମାଧ୍ୟମରେ ଗ୍ରାହକଙ୍କୁ ଆକର୍ଷିତ…

ଗିରଫ ହେଲେ ଅଟକ ଦମ୍ପତ୍ତି: SCBରୁ ପିଲାଚୋରି ମାମଲାରେ ବାନ୍ଧିଲା ପୋଲିସ

କଟକ: ଏସସିବି ମେଡିକାଲରୁ ପିଲାଚୋରି ମାମଲାରେ ଗିରଫ ହେଲେ ଅଟକ ଥିବା ଦମ୍ପତ୍ତି । ପିଲାଚୋରି ସନ୍ଦେହରେ ଅଟକ ରଖି ପଚରାଉଚରା କରିବା ପରେ ଏବେ ଉଭୟଙ୍କୁ ଗିରଫ କରାଯାଇଛି । ତେବେ ଚୋରି କେମିତି କରାଯାଇଥିଲା, ସେ ନେଇ…

ଜେଲର ରୁଟି ଅର୍ଡର କରି ଖାଉଛନ୍ତି ନେତା; କହୁଛନ୍ତି ରୁଟି ଖାଇଲେ ଦୂର ହେଉଛି…

ନୂଆଦିଲ୍ଲୀ: ଜେଲରେ ଥିବା VVIP ଲୋକଙ୍କ ପାଇଁ ଘରୁ ଖାଦ୍ୟ ଅଣାଯିବା କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜେଲରୁ କେହି ଖାଦ୍ୟ ଘରେ ନେଇ ଖାଉଛନ୍ତି | ଏହି ଜିନିଷ ନିଶ୍ଚିତ ଭାବରେ…

କେବଳ ଭାରତରେ ନୁହେଁ ବିଦେଶ ମାଟିରେ ମଧ୍ୟ ହୁଏ ମା ଆଦି ଶକ୍ତିଙ୍କ ଆରାଧନା, ନବରାତ୍ରରେ ରୁହେ ଭକ୍ତଙ୍କ ଭିଡ଼

ନୂଆଦିଲ୍ଲୀ: ମା ଦୁର୍ଗାଙ୍କ ଶାରଦୀୟ ପର୍ବ ଆରମ୍ଭ ହୋଇଛି। ଏହା ସହିତ ସୋମବାର ଠାରୁ ମାଙ୍କ ନବରାତ୍ର ଉପବାସ ମଧ୍ୟ ଆରମ୍ଭ ହୋଇଛି | ମା ଭଗବତୀଙ୍କ ଆଶୀର୍ବାଦ ପାଇବା ପାଇଁ ଲୋକମାନେ ଏହି ନଅ ଦିନ କଠିନ ବ୍ରତ ସାଧନା…

ଡାକ୍ତରଖାନାରେ ଦୀପିକା ପାଦୁକୋନ; ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଗତ ସେପ୍ଟେମ୍ବର ୨୬ ତାରିଖ ବିଳମ୍ବିତ ରାତିରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତ୍ରୀ ଭୟଭୀତ ହେବା ପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି…

ମହାକାଶରେ ସେକ୍ସ କରିବା ସମ୍ଭବ କି ?ଅବାଞ୍ଛିତ ଗର୍ଭଧାରଣକୁ ନେଇ ଚିନ୍ତା ପ୍ରକଟ କରୁଛି NASA !

ନୂଆଦିଲ୍ଲୀ : ମଣିଷଙ୍କ ଭିତରେ ଶାରୀରିକ ସମ୍ପର୍କ ଏକ ଗୁରୁତ୍ୱ ବହନ କରେ । ଧରା ପୃଷ୍ଠରେ ଶାରୀରିକ ସମ୍ପର୍କ ରଖିବା ,ଗର୍ଭଧାରଣ କରିବା ଅତ୍ୟନ୍ତ ସହଜ ଜନକ ହେଇଥିବା ବେଳେ ଆପଣ କେବେ ଭାବିଛନ୍ତି କି ମହାକାଶରେ ଏହା…

ପ୍ରକାଶ ପାଇଲା ବିଶ୍ୱକପ ଖେଳସୂଚୀ: କଳିଙ୍ଗ ଷ୍ଟାଡିୟମରେ ହେବ ଫାଇନାଲ ମ୍ୟାଚ

ଭୁବନେଶ୍ୱର: ଆସନ୍ତାବର୍ଷ ହେବାକୁ ଥିବା ଏଫଆଇଏଚ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଛି ଖେଳସୂଚୀ । ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ରାଜ୍ୟ ପାଇଁ ଏହା ଆଉ ଏକ ଗୌରବର…