ବ୍ରହ୍ମପୁର ଯିବାବେଳେ ଓଲଟାଇଲା ବସ: ଘଟଣାସ୍ଥଳରେ ୨୩ ଯାତ୍ରୀଙ୍କୁ…

ମୋହନା: ହିମାଚଳ ପ୍ରଦେଶ କୁଲୁ ବଞ୍ଜାର ଭ୍ୟାଲି ଘଆଗିରେ ଏକ ଟୁରିଷ୍ଟ ବସ୍ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୭ ଜଣ ଯାତ୍ରାଙ୍କ ମୃତ୍ୟୁ ହୋଇଛି ଏବଂ  ୨୩ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ କିଛି ଯାତ୍ରୀ ଆହତ…

World Contraception Day: ଗର୍ଭନିରୋଧକ ଔଷଧ ସେବନ କେତେ ସୁରକ୍ଷିତ? ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ସାରା ବିଶ୍ୱର ଜନସଂଖ୍ୟା ଏବେ ୮୦୦ କୋଟି ପାଖା ପାଖି ପହଞ୍ଚିଲାଣି । ଏହାପରେ ବି ଥମିବାର ନାଁ ଧରୁନି ଜନସଂଖ୍ୟା ବୃଦ୍ଧି । ତେବେ ଏହାକୁ ରୋକିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି କିଛଇ ସଂସ୍ଥା…

(Video) ଡଙ୍ଗା ବୁଡ଼ିଲା ମଝି ନଇରେ: ଚାଲିଗଲା ୨୫ ଜୀବନ…

ନଦୀ ଗର୍ଭରେ ବୁଡିଲା ଡଙ୍ଗା । ୭୦ ଜଣ ଲୋକଙ୍କୁ ନେଇ ଯାଉଥିଲା ଡଙ୍ଗା । ନଈରେ ବୁଡି ଡଙ୍ଗାରେ ଥିବା ୭୦ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କ ଜୀବନ ଚାଲିଗଲା । ରବିବାର ବାଂଲାଦେଶରେ ଏଭଳି ଦୁଃଖଦ ଘଟଣା । ସ୍ଥାନୀୟ ମିଡିଆ ରିପୋର୍ଟ…

(Video) ୯ ଦିନର ସଂଘର୍ଷ: କଲମ୍ବୋରୁ ଓଡ଼ିଶା ଫେରିଲା ଓଡ଼ିଆ ଶ୍ରମିକ କମଳାକାନ୍ତଙ୍କର ମର ଶରୀର…

ଧନ ତୁ ଆସି ଗଲୁ ଆଜି । କେତେ ଡେରି କରିଲୁ । ଧନରେ ତୁ ଉଠୁ । ମୋ ସହ ପଖାଳ ଗଣ୍ଡାଏ ଖାଇବୁ । ଚାରି ବର୍ଷ ହେଲାଣି ଯାଇଛୁ ଯେ ଯାଇଛୁ, ଆଜି ଫେରୁଛୁ ଘରକୁ । କହିଲୁ ଦେଖି ତୋ ମାଆ କଥା କଣ ମନେ ପଡିଲାନି । ଆଉ ଆଜି ଆସିଲୁ…

ମନ୍ଦିରରେ ୧ କୋଟି ଦାନ କଲେ ମୁସଲିମ୍ ଦମ୍ପତ୍ତି: ପ୍ରଶଂସା କରୁଛନ୍ତି ଲୋକେ…

ଚେନ୍ନାଇ: କୁହାଯାଏ ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କର ବର୍ଣ୍ଣନା କରିହୁଏନାହିଁ । ଭକ୍ତ ପାଇଁ ଭଗବାନହିଁ ବଡ଼ । ଭକ୍ତି ଭାବରେ ଭଗବାନଙ୍କ ନିଜ ହୃଦୟରେ ରଖିଥାଏ ଭକ୍ତ । ଏଥିପାଇଁ ତ’ ଭଗବାନଙ୍କ ସେବାରେ…

(Video) ଗୁହାଳ ଭିତରେ ଏଟିଏମ୍ ନା’ ଏଟିଏମ ଭିତରେ ଗୁହାଳ: କ’ଣ କିଛି ବୁଝାପଡ଼ୁନି…

ସୋସିଆଲ ମିଡିଆରେ କିଛିବି ଭାଇରାଲ ହେବାକୁ ବେଶି ସମୟ ଲାଗିନଥାଏ । କୌଣସି ପୋଷ୍ଟ କିମ୍ବା ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସୋସିଆଲ ମିଡିଆ…

ସିରିଜକୁ କବଜା କଲା ରୋହିତ ସେନା: ଧୂଆଁଧାର ବ୍ୟାଟିଂରେ ଚକମାରେ ଖାଇଲା କଙ୍ଗାରୁ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ହାତେଇ ନେଇଛି ଟିମ ଇଣ୍ଡିଆ । ଶେଷ ତଥା ଫାଇନାଲ ମ୍ୟାଚକୁ ୬ ୱିକେଟରେ ଜିତି ଏହି ସିରିଜକୁ ନିଜ ନାମରେ କରିଛି ରୋହିତ ସେନା । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର…

ଲାଇଭ ମ୍ୟାଚରେ ପାକ ଖେଳାଳିଙ୍କ ମୃତ୍ୟୁ: ଭାଇରାଲ ହେଉଛି ଘଟଣା ସମୟର ଦୃଶ୍ୟ

ନୂଆଦିଲ୍ଲୀ: ପାକିସ୍ତାନର ଏକ କ୍ରିକେଟ ମ୍ୟାଚ ସମୟରେ ଆଖି ବୁଜିଛନ୍ତି ଜଣେ କ୍ରିକେଟର । ଫିଲ୍ଡିଙ୍ଗ ସମୟରେ ଉସମାନ ଶିନୱାରୀ ନାମକ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି । ଯାହା ଏବେ ପାକିସ୍ତାନ କ୍ରିକେଟକୁ ଏକ ବଡ ଝଟକା…

ଦେଖା ଦେଉଛି କି ରକ୍ତହୀନତା? ଏହି ଶାଗ ଶରୀରରେ ପୂରଣ କରେ ରକ୍ତର ଅଭାବ

ଅନେକ ଲୋକଙ୍କ ଦେହରେ ଏବେ ରକ୍ତହୀନତା ଭଳି ଅନେକ ରୋଗ ଦେଖିବାକୁ ମିଳୁଛି । ଖାଦ୍ୟର ଅଭାବ ଏବଂ ଏହା ମୁଖ୍ୟ କାରଣ ବୋଲି ଜଣାଯାଏ । କିନ୍ତୁ ଏହାକୁ କିପରି ଦୂର କରାଯାଇ ପାରିବ, ତାହା ଏକ ବିରାଟ ପ୍ରଶ୍ନ ହୋଇ ଠିଆ ହୋଇଛି…

କୁକୁଡା ମାଙ୍କଡ ଭିତରେ ମହାଯୁଦ୍ଧ: ଉଭୟଙ୍କ ମାରପିଟ ପରେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଲକ୍ଷ ଲକ୍ଷ ଭିଡିଓ ଏବେ ଲୋକଙ୍କ ମନ କିଣି ନେଉଛି । ମଣିଷର ଅଜବ କାରନାମା ସହିତ ପଶୁପକ୍ଷୀଙ୍କ ନିଆରା ଆଉ କ୍ୟୁଟ ଭିଡିଓ ସବୁବେଳେ ଭାଇରାଲ ହେବାରେ ଲାଗିଥାଏ । ଏମିତି ଏକ ଭିଡିଓ ଏବେ…