ଦେଢ଼ ବର୍ଷ ପର୍ଯ୍ୟନ୍ତ ଶବକୁ ଘରେ ରଖି କରୁଥିଲେ ସେବା: ବାହାରୁନଥିଲା ଗନ୍ଧ କି ସଢ଼ୁନଥିଲା ମୃତଦେହ…
ଯେତେବେଳେ କାହାର ମୃତ୍ୟୁ ହୋଇଯାଏ । ତାଙ୍କର ମୃତଦେହ ବା ଶବର ଅନ୍ତିମ ସଂସ୍କାର କରାଯାଇଥାଏ । ହଁ, ଏମିତି ଅନେକ ସମୟରେ ଖବର ସାମ୍ନାକୁ ଆସିଛି ଯେ ଅନ୍ତିମ ସଂସ୍କାର ପୂର୍ବରୁ ଶବ ପୁଣି ଥରେ ଜୀବିତ ହୋଇଉଠିଛି । କିନ୍ତୁ…