ଅକ୍ଟୋବର ୧ରୁ ବ୍ୟାଙ୍କ ସେବାରେ ପରିବର୍ତ୍ତନ;ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ

ଋିପୋର୍ଟ: ଅକ୍ଟୋବର ପହିଲା ୨୦୨୨ରେ ବଦଳିବ ନିୟମ । ଆଉ ହାତରେ ମାତ୍ର ଏକ ସପ୍ତାହରୁ କମ୍ ସମୟ । ୧ ଅକ୍ଟୋବରରୁ ବ୍ୟାଙ୍କ ସେବାର ଅନେକ ନିୟମରେ ପରିବର୍ତ୍ତନ କରାଯିବ। ଏହାକୁ ନେଇ ଆରବିଆଇ ସମୟସୀମା ମଧ୍ୟ ଜାରି କରିଛି ।…

ହଟିବେ ହେମା ଆଉ ଆସିବେ କଙ୍ଗନା!ମଥୁରା ଆସନ ରୁ ଲଢ଼ିବ କିଏ?

ନୂଆଦିଲ୍ଲୀ :ଲୋକସଭା ନିର୍ବାଚନ ୨୦୨୪ ରେ ମଥୁରା ଆସନ ଦାବି ନେଇ କଳ୍ପନାଜଳ୍ପନା ଚାଲିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଥୁରାରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ,…

ଅନ୍ତେଷ୍ଟିକ୍ରିୟା ନସରୁଣୁ ଉପନିର୍ବାଚନ ପାଇଁ ବିରୋଧୀ ରେଡି ;କାହିଁକି ଏତେ ତତ୍ପର ବିରୋଧୀ ?

ଭୁବନେଶ୍ୱର: ଅଫେରା ରାଇଜରେ ସଭିଙ୍କ ପ୍ରିୟ ଦିବଙ୍ଗତ ଧାମନଗର ବିଧାୟକ ବିଷ୍ଣୁ ସେଠୀ। ତାଙ୍କର ବିୟୋଗରେ ସମସ୍ତେ ମ୍ରିୟମାଣ ଏବଂ ମର୍ମାହତ। ଓଡିଶା ରାଜନୀତିରେ ତାଙ୍କର ସ୍ଥାନ ଅପୂରଣୀୟ। ବିଷ୍ଣୁଙ୍କ ବିୟୋଗରେ ରାଜନୀତି…

ନିଜର ମୃତ୍ୟୁ ପ୍ରମାଣପତ୍ର ହଜିଥିବା ନେଇ ବିଜ୍ଞାପନ: ଭାଇରାଲ ହେଉଛି ଫଟୋ

ଆସାମ: ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି । କିଏ ଏହି ସୋସିଆଲ ମିଡିଆରୁ ଷ୍ଟାର ବନୁଛନ୍ତି ତ ଆଉ କିଏ ମଜାଳିଆ କଥା କହି ଲୋକଙ୍କୁ ହସାଉଛନ୍ତି । ତେବେ ପ୍ରତ୍ୟେକ ଦିନ ଏହି ସୋସିଆଲ ମିଡିଆରେ କିଛି ନା…

୪୦ବର୍ଷପରେ ମହିଳାଙ୍କୁ କାହିଁକି ଥାଏ ହୃଦଘାତର ବିପଦ: ଜାଣନ୍ତୁ ଏହାର କାରଣ

ମଣିଷର ବୟସ ବଢିବା ସହିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଫଳରେ ସେମାନେ ଦୁର୍ବଳ ହୋଇ ପଡନ୍ତି । ଏହି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ଗୋଟିଏ ପ୍ରମୁଖ ସମସ୍ୟା ହେଉଛି ହୃଦଘାତ । ଏହି…

IT କମ୍ପାନୀରୁ ମିଳୁଥିବା ଜବ୍ ଅଫର୍ କୁ ନେଇ ରୁହନ୍ତୁ ସତର୍କ: ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ: ଭାରତ ସରକାର ଶନିବାର ଆଇଟି କ୍ଷେତ୍ର୍ରର ଯୁବକକୁ ଟାର୍ଗେଟ କରୁଥିବା ମିଥ୍ୟା ଜବ୍ ରାକେଟକୁ ନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ଏହି ଆଡଭାଇଜରୀ ଏଭଳି ସମୟରେ ଜାରି କରାଯାଇଛି ଯେତେବେଳେ, ସନ୍ଦିଗ୍ଧ ଆଇଟି…

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ । ବିଜୁ ଯୁବ ଜନତା ଦଳ ରୁ ବାଣୀ କଲ୍ୟାଣ ମହାନ୍ତି ଙ୍କୁ ସସପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା…

(Video) ଜମିରେ ପାଣି ମଡ଼ାଇବାକୁ ଦେଶୀ ଯୁଗାଡ଼: ଇଣ୍ଟରନେଟରେ ଲୋକେ କହିଲେ…

କୌଣସି କାମକୁ ଯୁଗାଡ଼ କରି କରିବା ହୁଏତ ଭାରତୀୟ ରକ୍ତରେ ଅଛି । ଅନେକ ସମୟରେ ବିଭିନ୍ନ ପ୍ରକାରର ଯୁଗାଡ଼ ମଧ୍ୟ ଆପଣ ଦେଖିଥିବେ । ଘରର ନ୍ଦୈନନ୍ଦିନ କାମକୁ ଏକ ଭିନ୍ନ ଅନ୍ଦାଜରେ ଯୁଗାଡ଼ ଲଗାଇ କରିଥାନ୍ତି ଅନେକ ଲୋକ ।…

ଚାଇଲ୍ଡ ପର୍ଣ୍ଣୋଗ୍ରାଫୀକୁ ନେଇ CBIର ବଡ଼ କାର୍ଯ୍ୟାନୁଷ୍ଠାନ: ସାରା ଦେଶରେ କରୁଛି ରେଡ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀରେ ଲିପ୍ତ ଲୋକଙ୍କୁ ଧରିବା ଏବଂ ପ୍ରମାଣ ଏକାଠି କରିବା ପାଇଁ ଶନିବାର ବଡ଼ ଧରଣର ରେଡ୍ ଆରମ୍ଭ କରିଛି । ସୂଚନା…

ମୃତ୍ୟୁର ଭୟଙ୍କର ଦୃଶ୍ୟ :ଚାହୁଁ ଚାହୁଁ ଚାଲିଗଲା ୭୦ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ ସିରିଆ ଉପକୂଳରେ ଏକ ବୋଟ ବୁଡିଯାଇଛି । ଫଳରେ ପ୍ରାୟ ୭୭ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିବା ଜଣା ପଡିଛି । ତେବେ ଏନେଇ ସିରିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି…