(Video) ଷ୍ଟେଜକୁ ଯାଇ ସବୁ ଭୁଲିଗଲେ ରାଷ୍ଟ୍ରପତି: ଓହ୍ଲାଇବା କଥା ବି ମନେ ପଡ଼ିଲାନି…
ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ସାର୍ବଜନିକ ମଞ୍ଚରେ ଲଜ୍ଜିତ ହୋଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମ ସମୟରେ ମଞ୍ଚ ଉପରେ ନିଜ ଭାଷଣ ଶେଷ କରିବା ପରେ ସେ ହଡ଼ବଡ଼େଇ ଯିବାର ଦେଖାଯାଇଥିଲା ଏବଂ…