୫୦ଟଙ୍କାରେ କରୁଥିଲେ ଷ୍ଟାଣ୍ଡ ଅପ କମେଡି ଆଉ ପେଟ ପୋଷିବା ପାଇଁ ଚଳାଉ ଥିଲେ ଅଟୋ; କିଛି ଏପରି ଥିଲା ରାଜୁ ଶ୍ରୀବାସ୍ତବ ଜୀବନ ଯାତ୍ରା
ନୂଆଦିଲ୍ଲୀ:ଜୀବନରେ ସବୁ ଠାରୁ ବଡ କଷ୍ଟକର କାର୍ଯ୍ୟ ହେଉଛି କାହାକୁ ହସେଇବା । ଖୁସି କରେଇବା । କାହା ମୁହଁରେ ହସ ଫୁଟାଇବା । ତେବେ ଆପଣ ଜାଣନ୍ତି ଏହି ହସାଇବାକୁ କିଛି ଲୋକ ପେସା ମାଧ୍ୟମରେ ମଧ୍ୟ ନେଇ ଥାଆନ୍ତି । ଆଉ…