୭୦ ବର୍ଷ ପରେ ଭାରତରେ ପୁଣିଥରେ ଶୁଣିବାକୁ ମିଳିବ ଚିତାବାଘଙ୍କ ଗର୍ଜନ, ଜାଣନ୍ତୁ କାହିଁକି ଅଣାଯାଉଛି ଭାରତ

ନୂଆଦିଲ୍ଲୀ: ପୁଣି ଥରେ ଭାରତରେ ଦେଖିବାକୁ ମିଳିବ ଚିତା | ପ୍ରାୟ ୭୦ ବର୍ଷ ପରେ ଭାରତରେ ପୁଣିଥରେ ଶୁଣିବାକୁ ମିଳିବ ଚିତା ବାଘଙ୍କ ଗର୍ଜନ | ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସ୍ୱତନ୍ତ୍ର…

ଏମିତି ବି ହୋଇପାରେ ମୃତ୍ୟୁ! ଡ୍ୟୁଟି ସମୟରେ ଆଖି ବୁଜିଲେ ପୋଲିସ କନେଷ୍ଟବଳ

ରାଜସ୍ଥାନ: ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ଡ୍ୟୁଟି କରୁଥିବା ସମୟରେ ହିଁ ପୋଲିସ କର୍ମଚାରୀଙ୍କ ନିକଟରେ ପହଞ୍ଚିଛି କାଳ । ଖାକି ବର୍ଦ୍ଦିରେ ମୃତ୍ୟୁକୁ ଆଲିଙ୍ଗନ କରି ଆରପାରିକୁ…

‘ସାଇବର ଅପରାଧରେ ଲାଗିବ ଲଗାମ’: ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ପରାମର୍ଶ ଦେଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ । ଦେଖୁ ଦେଖୁ ଆକାଉଣ୍ଟ ଖୋଳ କରିଦେଉଛନ୍ତି ସାଇବର ଅପରାଧୀ । ଯାହାକୁ ଦୃଷ୍ଟିରେ ରଖି ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଆଜି ସଚେତନତା ଜାରି କରିଛି ଓଡ଼ିଶା…

Education Loanରେ କିପରି ମିଳିଥାଏ ଇନକମ୍ ଟ୍ୟାକ୍ସ ଛାଡ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ଜୀବନରେ କିଛି ବଡ କରିବାର ସ୍ୱପ୍ନ ସମସ୍ତଙ୍କର ରହିଥାଏ । କିନ୍ତୁ ଆର୍ଥିକ ସମସ୍ୟା ହେତୁ ଏହି ସ୍ୱପ୍ନ ବେଳେ ବେଳେ ପୁରଣ ହୋଇ ନଥାଏ । ସେହିପରି ଅନେକ ଅଭିବାବକ ନିଜ ପିଲାଙ୍କ ପାଠ ପଢା ଖର୍ଚ୍ଚ ପୂରଣ କରିବା ମଧ୍ୟ…

EOW ଅଫିସରେ ନୋରା ଫତେହୀ: ଫିଙ୍କି ଇରାନୀଙ୍କ ସାମନାରେ ଜେରା କରୁଛି ପୋଲିସ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଫସିବାରେ ଲାଗିଛନ୍ତି ଜଣକ ପରେ ଜଣେ ବଲିଉଡ ଅଭିନେତ୍ରୀ । ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପରେ ଏବେ ନୋରା ଫତେହୀ ଏହି ଜାଲରେ ଫସିଛନ୍ତି । ଆଜି ସମନ ଅନୁସାରେ EOW ଅଫିସରେ ହାଜର…

ପୁତିନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: କାର୍ ନିକଟରେ ବୋମା ବିସ୍ପୋରଣ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । କିନ୍ତୁ ଏହାରି ମଧ୍ୟରେ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି…

ଗୁଲାମ ନବୀ ଆଜାଦଙ୍କୁ ଆତଙ୍କୀଙ୍କ ଧମକ…

ନୂଆଦିଲ୍ଳୀ: ଜମ୍ମୁ-କାଶ୍ମୀରରେ ନୂଆ ଦଳ ଗଠନ ନେଇ ପ୍ରସ୍ତୁତି କରୁଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି । ସୂଚନା ଅନୂଯାୟୀ, ଧମକର ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି । ଆଜାଦ ଅଗଷ୍ଟରେ…

ଚାଷୀଙ୍କୁ ପ୍ରତିମାସରେ ମିଳିବ ୩୦୦୦ ଟଙ୍କା ପେନ୍ସନ: ଜାଣନ୍ତୁ କ’ଣ ଏହି ଯୋଜନା, କେମିତି କରିବେ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅନେକ ଯୋଜନା କରିଛନ୍ତି । ପିଏମ କିସାନ ମାନଧନ ଯୋଜନା ମଧ୍ୟ ଏଭଳି ଏକ ଯୋଜନା । ଏହା ବୃଦ୍ଧ ଚାଷୀଙ୍କ ପାଇଁ କରାଯାଇଥିବା ଏକ ପେନ୍ସନ ଯୋଜନା ।…

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ: ଆକାଶଛୁଆଁ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପୂର୍ବରୁ ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ ଆସିଥିବା ବନ୍ୟା ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗି…

ରାସ୍ତା ମରାମତି କରିବା ପାଇଁ ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ସମାଜସେବୀ: ଭାଇରାଲ ହେଉଛି ଭିଡିଓ..

ନୂଆଦିଲ୍ଲୀ: ଅନେକ ସମୟରେ ଦାବି ଜଣାଇବାକୁ ଲୋକମାନେ ପ୍ରତିବାଦ କରିଥାନ୍ତି । ଏଥିପାଇଁ ରାଲି ହେଉ କିମ୍ବା ସଭାସମିତିର ଆୟୋଜନ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଏଭଳି ଜଣେ ସମାଜସେବୀଙ୍କର ପ୍ରତିବାଦକୁ ନେଇ ଚର୍ଚ୍ଚା…