ଭାରତ-ପାକିସ୍ତାନଙ୍କୁ ଘାରିଛି ଆହତ ଚିନ୍ତା: ପ୍ଲେଇଙ୍ଗ ୧୧କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଏହି ହାଇ ଭୋଲ୍ଟେଜ ମ୍ୟାଚକୁ ଆଉ ମାତ୍ର କେଇ ମିନିଟ ବାକି ଥିଲେ ବି ଉଭୟ ଦଳ ପାଇଁ ଏକ ବିରାଟ ସମସ୍ୟା ଲାଗି…