୯ ସେକେଣ୍ଡରେ ମାଟିରେ ମିଶିବ ୯୦୦ କୋଟି…

ନୂଆଦିଲ୍ଲୀ: ନୋଏଡା ସେକ୍ଟର -୩ ଠାରେ ଅବସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୱାର ଭାଙ୍ଗିବା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଅପରାହ୍ନ ୨.୩୦ ମିନିଟରେ…

କାହିଁକି ତେଲଗୁ ଷ୍ଟାରଙ୍କୁ ଭେଟୁଛନ୍ତି ବିଜେପି ନେତା; ୨୦୨୪ ପାଇଁ କଣ ରହିଛି ପ୍ଲାନ

ହାଇଦ୍ରାବାଦ:ତେଲୁଗୁ ଅଭିନେତା ନିତିନ କୁମାର ରେଡ୍ଡୀ ଶନିବାର ଦିନ ହାଇଦ୍ରାବାଦରେ ବିଜେପି ଜାତୀୟ ସଭାପତି ଜେପି ନାଡାଙ୍କୁ ଭେଟିଛନ୍ତି।ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନାଡା ଟ୍ୱିଟ୍ କରି 'ଭୀଷ୍ମ' ତାରକାଙ୍କ ସହ…

India Vs Pakistan:ଆଜିର ହାଇଭୋଲ୍ଟେଜ ମ୍ୟାଚ;ପ୍ରତିଶୋଧ ନେବ ଭାରତ!

ମୁମ୍ବାଇ: ଭାରତ ଆଉ ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ଯେତେବେଳେ କ୍ରିକେଟ ମ୍ୟାଚ ଥାଏ ତାହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଉତ୍ସବରୁ କମ ନୁହେଁ । ଲୋକ କାମଦାମ ସବୁ ଛାଡି ଟିଭି ଆଗରେ ବସିଯାହାନ୍ତି ଏହି ଦୁଇ ପଡୋଶୀ…

ରାଜ୍ୟରେ ପରିବା ଦର ଲଗାମଛଡ଼ା, ୧୦୦ ଉପରେ ସବୁ ପରିବା ଦାମ୍

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ନିମ୍ନ, ମଧ୍ୟବିତ୍ତ ଗରିବ ଶ୍ରେଣୀର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ମା’ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ନୂଆ ଧାନ, ନୂଆଁଖାଇରେ ଲାଗି ହେବ ନବାନ୍ନ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ । ମା’ସମଲେଇଙ୍କଠାରେ ଲାଗି ହେବାକୁ ଥିବା ନୂଆଖାଇରେ ନବାନ୍ନ ପାଇଁ ଏହି ନୂଆଧାନ ବଲବସପୁର ଅଞ୍ଚଳର ସୁବାଷ…

ବୁଲେଟ୍‌ରେ ଓଡ଼ିଶା ପୋଲିସ ଲେଖିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଏମ୍‌ଭିଆ ଆକ୍ଟରେ ବାନ୍ଧିିଲା ପୋଲିସ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଗାଡ଼ିର ନମ୍ବର ପ୍ଲେଟରେ ନୁମ୍ବରକୁ ବିକୃତି ବା ଡିଜାଇନ କରି ଲେଖୁଥିବା ଅନେକ ସମୟରେ ଦେଖିବାକୁ ମିଳେ । ଯାହାକି ସରକାରୀ ନିୟମ ସମ୍ପୂର୍ଣ୍ଣ ଖିଲାପ । ଏହାକୁ ନେଇ ସରକାର ଯେତେ ନିୟମ…

ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ଟ୍ରକ ୫ମୃତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ ସମସ୍ତ ମୃତକ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ…

ମହୁଲଫୁଲ ବୋଝେଇ ପିକଅପ୍ ଜବତ, ୨ ଗିରଫ

ଖପ୍ରାଖୋଲ, (ଭାସ୍କର ନ୍ୟୁଜ୍‌): ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ଉ କରି ମହୁଲ ବୋଝଇ ବୋଲେରୋ ପିକଅପ ସହ ଦୁଇ ଅଭିଯୁକ୍ତକୁ ଶୁକ୍ରବାର ଗିରଫ…

ଏସିଆ କପ୍‌ରେ ନିଆରା ରେକର୍ଡ ପ୍ରତିଷ୍ଠା କରିବେ କୋହଲି: ଟି-୨୦ ଫର୍ମାଟରେ ଖେଳିବେ ୧୦୦ତମ ମ୍ୟାଚ୍‌

ଦୁବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚଳିତ ଏସିଆ କପ୍‌ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ତିନିବର୍ଷ ଧରି ସେ ସମ୍ପୂର୍ଣ୍ଣ ବିଫଳ ହୋଇ ଆସୁଥିବା ବେଳେ ଏସିଆ କପ୍‌ରେ ସଫଳ ହେଲେ ଏହା…

ମତ୍ସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ, ‘ମାଛ ଉତ୍ପାଦନ ଦଶଗୁଣା ବୃଦ୍ଧି ପାଇଛି’

ଭୁବନେଶ୍ବର (ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ…