ବିଦ୍ୟୁତ ତାର ଲାଗି ୨ହାତୀ ମୃତ

କେନ୍ଦୁଝର: କରେଣ୍ଟ ସଂସ୍ପର୍ଶରେ ଆସି ଦୁଇ ହାତୀ ମୃତ । ବିଦ୍ୟୁତ ତାର ଲାଗି ଦୁଇ ମାଈ ଦାତୀଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନକେନ୍ଦ୍ରରେ ଏହି ଅଘଟଣ ଘଟଛି । ଘଟଣା ସ୍ଥଳରେ…

ଘରୁ ଡ଼ାକିନେଇ କରିଲେ ବଳାତ୍କାର;ଦାନ୍ତରେ କାମୁଡି ରକ୍ତାକ୍ତ କରିଦେଲେ ଝିଅର ଯୌନାଙ୍ଗ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ଅଭିଯୋଗ ତିନି ଜଣଙ୍କ ବିରୋଧରେ ହୋଇଛି । ଆଲାମ ହେଉଛି ଯେ ଅଭିଯୁକ୍ତ ଜଣକ ଦାନ୍ତ କାମୁଡ଼ି ଝିଅର ଯୌନାଙ୍ଗକୁ…

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଦଳରେ ୩ ଓଡ଼ିଆ ! ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଗାମୀ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ପାଇଁ ୨୯ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଦଳରେ ଓଡ଼ିଶାରୁ ୩ ଜଣ ଜାଫର ଇକ୍‌ବାଲ, ନକୁଳ ବଡ଼ନାୟକ…

ଦୁନିଆର ସବୁ ଠାରୁ ଅଜବ ସ୍କୁଲ:ଯେଉଁଠାରେ ୭୦ରୁ ଅଧିକ ପିଲାଙ୍କର ମିଶୁଛି ମୁହଁ,ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ପଞ୍ଜାବ : କୁହାଯାଏ ଯେ ଏହି ଦୁନିଆରେ ସମାନ ଚେହେରା ଥିବା ଅନେକ ଲୋକ ଅଛନ୍ତି। ଏହା ଶୁଣିବାକୁ ଟିକେ ଅଜବ ଲାଗୁଛି କିନ୍ତୁ ଏହା ମଧ୍ୟ ସତ ଅଟେ। ଜଲନ୍ଦର ପୋଲିସ୍ DAV ବିଦ୍ୟାଳୟରେ ଜଣେ ନୁହେଁ ବରଂ ଏହିପରି ଅନେକ ଛାତ୍ର…

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି: ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ୧୨ଟ ଲିଗ୍ ମ୍ୟାଚ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତା ପାଇଁ ଭୁବନେଶ୍ୱର ସହିତ ରାଉରକେଲା ନୂଆ କେନ୍ଦ୍ର ଭାବେ ସାମିଲ ହୋଇଛି । କାର୍ଯ୍ୟସୂଚୀ…

ନଦୀରୁ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ମୁଣ୍ଡ ଖୋଜୁଛି ପୋଲିସ୍‌; ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ସଇଁନ୍ତଲା, (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ସ୍ଥିତ ସ୍ଥାନୀୟ କମରଲଗା ଲାଂଥ ନଦୀ କୂଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରାଯାଇଛି ।…

ଏଣିକି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ସେବାର ଲାଭ ପାଇପାରିବେ ଟ୍ରାନ୍ସଜେଣ୍ଡର, ମିଳିବ ୫ ଲକ୍ଷ ଟଙ୍କା ବୀମା

ନୂଆଦିଲ୍ଲୀ: କିନ୍ନରମାନେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବାର ଲାଭ ପାଇପାରିବେ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଏକ ବୁଝାମଣାପତ୍ର ସ୍ୱାକ୍ଷର…

facebook hacked!ନ୍ୟୁଜ ଫିଡରେ ଦେଖା ଯାଉଛି ବିଚିତ୍ର ବିଚିତ୍ର ପୋଷ୍ଟ

ନୂଆଦିଲ୍ଲୀ:ଆପଣ ଯେତେବେଳେ ଫେସବୁକ ଖୋଲୁଛନ୍ତି ଏଥିରେ କିଛି ପରିବର୍ତ୍ତନ ଦେଖୁଛନ୍ତି କି? ଆପଣ ଫେସବୁକର ନ୍ୟୁଜ ଫିଡକୁ ଖୋଲିଲେ ଏଥିରେ ବିଚିତ୍ର ବିଚିତ୍ର ପୋଷ୍ଟ ନିହାତି ଭାବରେ ଦେଖିବାକୁ ମିଳିଥିବ । ତେବେ ଏହାକୁ…

ବିଜେପି-ଆପ୍ ଲଢ଼େଇରେ ନୂଆ ମୋଡ଼: ୪ ଆପ୍‌ ବିଧାୟକଙ୍କ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ, ୨୦ କୋଟି ଟଙ୍କା ଲୋଭ, ନକଲି ମାମଲା ଧମକ

ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଅବକାରୀ ଦୁର୍ନୀତିକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ନୂଆ ମୋଡ଼ ନେଇଛି । ବର୍ତ୍ତମାନ ଆମ୍‌ ଆଦମୀ ପାର୍ଟି ଦାବି କରିଛି ଯେ…

ମଙ୍କିକ୍ସକୁ ମାତ୍‌ ଦେବ ଟେକୋଭିରିମାଟ୍‌ ! ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ, : ମହାମାରୀ କରୋନା ସଂକ୍ରମଣ ପରେ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ ଆତଙ୍କ । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ…