ବୈଜ୍ଞାନିକଙ୍କୁ ମିଳିଲା ନୂଆ ଗ୍ରହର ସନ୍ଧାନ, ପୃଥିବୀଠାରୁ ପ୍ରାୟ ୩୭ ଆଲୋକ ବର୍ଷ ଦୂରରେ ରହିଛି ସୁପର-ଆର୍ଥ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ରେଡ ଡର୍ଫ୍‌ ଷ୍ଟାର ଅଞ୍ଚଳରେ ଏକ ସୁପର-ଆର୍ଥ ଆବିଷ୍କାର କରିଛନ୍ତି । ଏହି ଗ୍ରହର ଏକମାତ୍ର ସମସ୍ୟା ହେଉଛି ଏହି ଗ୍ରହ ନିଜ ବାସସ୍ଥାନ ଜୋନ୍‌ରେ ଏବଂ ବାହାରେ ହିଁ ବୁଲିଥାଏ । ତଥାପି ଏହାର…

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ FBI , ଚାଲିଛି ତନାଘନା…

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ । ରେଡ କରିଲା ଗୁଇନ୍ଦାସଂସ୍ଥା ଏଫବିଆଇ । ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ବାସଭବନ ରେ ରେଡ କରାଯାଇଛି । ଟ୍ରମ୍ପଙ୍କ ବାସଭବନ,ରିସର୍ଟ ଏବଂ ଗେଷ୍ଟ…

ମାଓଗଡ଼କୁ ଶକ୍ତ ଝଟକା, ବର୍ଷକରେ ୧୨୪ ମାଓବାଦୀଙ୍କ ଜୀବନ ଯାଉଥିବା ସଂଗଠନ ପକ୍ଷରୁ ସୂଚନା

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଓଗଡ଼ ବୋଲାଉଥିବା ଅଞ୍ଚଳରେ କମୁଛି ମାଓ ଦବ୍‌ଦବା । ଅନେକ ଅଞ୍ଚଳ ବର୍ତ୍ତମାନ ମାଓ ମୁକ୍ତ ହେବା ସହ ବିକାଶ ଧାରାରେ ଯୋଡ଼ି ହେଉଥିବାବେଳେ ଧୀରେ ଧୀରେ ସାଧାରଣ ଜନତା ମଧ୍ୟ ମାଓ…

୯.୫୭ଗ୍ରାମର ବ୍ରାଉନସୁଗର ଜବତ, ୩ ଗିରଫ

କେନ୍ଦ୍ରାପଡ଼ା, (ଭାସ୍କର ନ୍ୟୁଜ୍‌) : କେନ୍ଦ୍ରାପଡା ପୈାରାଞ୍ଚଳର ବଡହାଟ ନିକଟସ୍ଥ କେନାଲ କୂଳରୁ ଟାଉନ ଥାନା ପୋଲିସ ଦ୍ୱାରା ବ୍ରାଉନ୍‌ସୁଗାର ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।…

ବଲିଉଡରେ ଆଉ ଏକ ଷ୍ଟାର ଯୋଡିଙ୍କ ପଡିବ ହାତଗଣ୍ଠି, ୱେଣ୍ଡିଂ ପ୍ଲାନିଂରେ ବ୍ୟସ୍ତ ଏହି ଅଭିନେତା

ମୁମ୍ବାଇ: ପୁଣି ଆଉ ଏକ ବଲିଉଡ ଯୋଡିଙ୍କ ପଡିବ ହାତଗଣ୍ଠି । ହାତକୁ ଦି ହାତ ହେବେ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ । ଏଥିପାଇଁ ଜୋରସୋରରେ ଚାଲିଛି ୱେଣ୍ଡିଂ ପ୍ଲାନିଂ । ଏକଥା ଆମେ କହୁନୁ ଖୋଦ୍‌ ଅଭିନେତା…

କୁବେର ଜିଏସ୍‌ଟି ଅତିରିକ୍ତ କମିଶନର: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୧ ପ୍ଲଟ୍‌ ସହ ୬ରୁ ଊଦ୍ଧ୍ୱର୍ କୋଠା, ୬ଟି ଦାମୀ ଗାଡ଼ି ଓ ୫୩.୬୩ ଲକ୍ଷର…

ଯାଜପୁର/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରୁ ଦୁର୍ନୀତି ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ନୀତି ଆପଣାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ ମେଡାଲ ବର୍ଷା: ୪ ସ୍ୱର୍ଣ୍ଣ,୨ ରୌପ୍ୟ ସହ ୩ କାଂସ୍ୟ ପଦକ ହାସଲ କଲେ ଭାରତୀୟ କ୍ରୀଡ଼ାବିତ୍‌

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ ଅର୍ଥାତ୍‌ ସୋମବାର ପୁଣି ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ । ପିଭି ସିନ୍ଧୁଙ୍କ ପରେ ବ୍ୟାଡ୍‌ମିଣ୍ଟନରେ ଗୋଲ୍ଡ ମେଡାଲ ହାତେଇଛନ୍ତି ଲକ୍ଷ୍ୟ ସେନ୍‌ । ପୁରୁଷ…

ଅବପାତର ରୂପ ନେଉଛି ଲଘୁଚାପ: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି । ଏହାକ୍ରମେ କ୍ରମେ ଅଧିକ ଘନୀଭୂତ ହେଉଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି…

ବିଶ୍ୱର ସବୁଠାରୁ ଅଲିଶାନ ଟ୍ରେନ୍: ଯାତ୍ରାରେ ମିଳିବ ଏହି ସବୁ ଜବରଦସ୍ତ ସୁବିଧା

ନୂଆଦିଲ୍ଳୀ: ଭିନ୍ନ ଭିନ୍ନ ସ୍ଥାନ ବୁଲିବା ପାଇଁ ଯିବାକୁ କାହାକୁ ପସନ୍ଦ ନୁହେଁ, ଆଉ ଯଦି ଆରାମଦାୟକ ଯାତ୍ରା ହୋଇଥାଏ କିମ୍ବା ଯାତ୍ରା ସମୟରେ ବଡ଼ ବଡ଼ ତାରକା ଭଳି ହୋଟେଲ ଭଳି ସୁବିଧା ମଳେ ତାହାଲେ ତ' ମଜା ଆସିଯବି ।…

ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ । ଏନେଇ ରାଜ୍ୟ ସରକାର ଏକ ତାଲିକା ଜାରି କରିଛନ୍ତି । ତେବେ ଏଥର ମଧ୍ୟ…