ପାଣି ପିଇବାକୁ ଆସି ପ୍ରାଣ ହରାଇଲା କୁଟ୍ରା: ଶିକାରୀର ଲୋଭ ନେଇଗଲା ନିରୀହ ପ୍ରାଣୀର ଜୀବନ

ବୈପାରୀଗୁଡା: ଆଜିକାଲି ଦୁନିଆରେ ମଣିଷପଣିଆ ଧିରେ ଧିରେ ହଜି ହଜି ଯାଉଛି । ମଣିଷର ବିବେକ, ବୁଦ୍ଧି ଇତ୍ୟାଦି ଲୋପ ପାଇବାକୁ ବସିଛି । ଲୋଭ ମୋହର ବଶବର୍ତ୍ତୀ ହୋଇ ନିରୀହ ଜୀବଜନ୍ତୁଙ୍କୁ ବି ଛାଡୁନି ଆଜିର ଏ ମଣିଷ ଜାତି…

କିଏ ଏହି ଆଇ.ଏ.ଏସ ? ଯାହାଙ୍କୁ ମାତ୍ର ୬ ଦିନରେ ଡି.ଏମ୍ ପଦରୁ ହଟାଇ ଦିଆଯାଇଛି

କେରଳର ଜଣେ ଆଇ.ଏ.ଏସ୍ କୁ ମାତ୍ର ୬ ଦିନ ମଧ୍ୟରେ ଡି.ଏମ୍ ପଦରୁ ହଟାଇ ଦିଆଯାଇଛି । କାରଣ ୩ ବର୍ଷ ପୂର୍ବେ ଜଣେ ପତ୍ରକାର ମୃତ୍ୟୁ ମାମଲାରେ ଏହି ଆଇ.ଏ.ଏସ୍ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଥିଲା । ତେଣୁ ତାଙ୍କୁ…

ଗଙ୍ଗା ନଦୀରେ ଅଘଟଣ: ଗ୍ୟାସ୍ ସିଲିଣ୍ଡର ଫାଟି ୪ ମୃତ

ପାଟଣା: ବିହାରର ରାଜଧାନୀ ପାଟଣାର ଗଙ୍ଗା ନଦୀରେ ଘଟିଛି ବଡ ଧରଣର ଅଘଟଣ । ଡଙ୍ଗାରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ନିକଟସ୍ଥ…

ସର୍ବଦା ଚିନ୍ତାରେ ରହୁଛନ୍ତି କି ? ଥାଇପାରେ ଏହି କାରଣ

କଥାରେ ଅଛି ମନ ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହିଥାଏ । ସେଥିପାଇଁ ସର୍ବଦା ଶରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ଏକାନ୍ତ ଆବଶ୍ୟକ । କାରଣ ମଣିଷର ଚିନ୍ତା ଅନେକ ରୋଗର ମୂଳ କାରଣ ହୋଇଥାଏ । ତେଣୁ ଆପଣ…

ଦେଶର ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଆମିଷ ଖାଇବା ମନା: ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ: ଆପଣମାନେ ଅନେକ ସମୟରେ ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବେ । ଟ୍ରେନ ଯାତ୍ରା ସମୟରେ ଆପଣ ଜରୁରୀ ଜିନିଷ ସହିତ ନିଜ ମନ ପସନ୍ଦର ଖାଦ୍ୟ ମଧ୍ୟ ନେଇଥାନ୍ତି । କିନ୍ତୁ ଟ୍ରେନରେ ଖାଦ୍ୟକୁ ନେଇ ଆସିଛି…

କାହିଁକି ଏକୁଟିଆ ଅନୁଭବ କରୁଛନ୍ତି ଜାନୱୀ,ଜାଣନ୍ତୁ ଜାନୱୀଙ୍କ ବ୍ୟକ୍ତିଗତ ଜୀବନର ଦୁଃଖ…….

ମୁମ୍ବାଇ: ଭାରି ଏକା ଜାନୱୀ କପୁର । ଏକ ଟିଭି ସୋରେ ଜାନୱୀ ତାଙ୍କର ଦୁଃଖ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ ସିଙ୍ଗଲ ଅଛି ଏଇଟା ସତ, କିନ୍ତୁ ମତେ ବେଳେ ବେଳେ ବହୁତ ଏକୁଟିଆ ଅନୁଭବ ହୁଏ ।…

ତାଇଓ୍ଵାନ ଉପରେ ଚୀନ ହ୍ୟାକର୍ସଙ୍କ ସାଇବର ଆଟାକ, ୧୦ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଓ୍ଵେବସାଇଟରେ ରହିଲା ଚୀନ ପତାକା

ନୂଆଦିଲ୍ଲୀ: ତାଇଓ୍ଵାନ ଏବଂ ଚୀନରେ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ। ରୁଷ-ୟୁକ୍ରେନ ଯୁଦ୍ଧ ପରି ଏଠାରେ ମଧ୍ୟ ସାଇବର ଆଟାକ୍ ଏବଂ ହ୍ୟାକିଂ ମାମଲା ଧିରେ ଧିରେ ସାମ୍ନାକୁ…

ସିବିଆଇ ଅଫିସରେ ପୁଣିହାଜର ହେଲେ ମହିମାଙ୍କ ବଡପୁଅ

ଭୁବନେଶ୍ୱର: ପୁଣି ହାଜର ହେଲେ ମହିମା ମିଶ୍ରଙ୍କ ବଡ ପୁଅ । ସିବିଆଇ ଅଫିସରେ ପୁଣି ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କର ବଡପୁଅ ଚନ୍ଦନ ମିଶ୍ର । ଆଜି ସକାଳେ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଥିଲା…

ବିଜେପି ସାଂସଦ ନିଜ ପତ୍ନୀଙ୍କୁ ପଚାରନ୍ତୁ ଯେ ରୋଷେଇ ଘର କେମିତି ଚାଲୁଛି ? ଦରବୃଦ୍ଧିକୁ ନେଇ ପ୍ରଶ୍ନ କଲେ AIUDF ମୁଖ୍ୟ

ଗୌହାଟୀ: ଦେଶରେ ବଢୁଥିବା ଦରବୃଦ୍ଧିକୁ ନେଇ ସାଧାରଣ ଜନତା ବେହାଲ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ୍ କରି ଆସିଛନ୍ତି। ଏବେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ…

ବିଚାରଧୀନ କଏଦୀଙ୍କ ମୁକ୍ତି ସଠିକ୍ ଦୃଷ୍ଟିରେ ସ୍ଵାଧୀନତାର ଅମୃତ ମହୋତ୍ସବ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଜେଲରେ ବନ୍ଦୀ କଏଦୀଙ୍କ ମୁକ୍ତି ହିଁ ଭାରତର ସ୍ଵାଧୀନତାର ୭୫ତମ ବର୍ଷ(ଅମୃତ ମହୋତ୍ସବ)ର ଉତ୍ସବ ପାଳନ କରିବାର ପ୍ରକୃତ କାମ ହେବ। ଶନିବାର ଏହା କହିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର…