ହୋଟେଲରୁ ମିଳିଲା ତାଇୱାନ କ୍ଷେପାଣାନ୍ତ୍ର ବୈଜ୍ଞାନିକଙ୍କ ମୃତଦେହ

ତାଇପେଇ: ହୋଟେଲ ରୁମ ରୁ ମିଳିଲା ମୃତ ଦେହ। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଏବଂ ବିକାଶ ୟୁନିଟର ଉପମୁଖ୍ୟ ଙ୍କ ମୃତ ଦେହ ଶନିବାର ସକାଳେ ଏକ ହୋଟେଲ ରୁମରେ ମିଳିଛି ବୋଲି ସରକାରୀ କେନ୍ଦ୍ରୀୟ ଖବର ଏଜେନ୍ସି…

ଶାହାଙ୍କ ଗସ୍ତ ପାଇଁ ନିୟୋଜିତ ହେବେ କେତେ ପ୍ଲାଟୁନ ପୋଲିସ ଫୋର୍ସ, ଜାଣନ୍ତୁ……..

କଟକ: ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହାଙ୍କ ପାଇଁ ସୁରକ୍ଷାର ଛାଉଁଣି । ତେବେ ଶାହାଙ୍କ ଏହି ଗସ୍ତ ରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ତାଙ୍କ…

IAS ଅଫିସରଙ୍କ କାଶ୍ମୀରି ଦୁଲ୍ହନିୟା

ବର୍ତ୍ତମାନ ସୋସିଆ ମିଡିଆ ସେନ୍ସେସନ ପାଲଟି ଯାଇଛନ୍ତି ଆଇଏଏସ ଅଫିସର ଅହତର ଅମିରଙ୍କ ଦ୍ୱିତୀୟ ସ୍ତ୍ରୀ ଡାକ୍ତର ମହରୀନ କାଜି । ଏବେ ସବୁ ଆଡେ ତାଙ୍କର ଫଟୋକୁ ନେଇ ଚର୍ଚ୍ଚା ହେଉଛି । ପ୍ରଥମେ ସେ ଅହତରଙ୍କ ସହ…

ଆତ୍ମହତ୍ୟାକଲେ ସାଧୁ ,ବିଜେପି ବିଧାୟକଙ୍କ ନାମରେ ସଙ୍ଗୀନ ଆରୋପ…….

ଜାଲୋର: ଜମିବିବାଦ ପାଇଁ ସାଧୁ ହାରିଲେ ଜୀବନ । ଆଉ ସୁଇସାଇଡ ନୋଟରେ ଲେଖିଲେ ବିଜେପି ବିଧାୟକଙ୍କ ନାମ । ରାଜସ୍ଥାନ ଜାଲୋରର ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଆଶ୍ରମର ୬୦ ବର୍ଷର ସାଧୁ ରବିନ୍ଦ୍ରନାଥ ଜମି ବିବାଦ କଥା…

ସାପ ଚୋଟର ଶୀକାର ହେଲେ ୩ ଭାଇ: ଦୁଇ ମୃତ ଜଣେ ଗୁରୁତର

ନୂଆଦିଲ୍ଲୀ: ବଳରାମ ପୁର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଓ ଅଭାବନୀୟ ଘଟଣା। ତିନି ଦିନରେ ସର୍ପ ଦଂଶନର ଶୀକାର ହେଲେ ତିନି ଭାଇ। ଯେଉଁଥିରେ ୨ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ତେବେ…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଗ୍ରାଫ । ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଇତିହାସ ରଚିଲା ଏସସିବି ମେଡିକାଲ: ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ: ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳ ହୋଇଛି ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି । ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।…

ମୁକୁଳିଲେ ବାପା,ବନ୍ଧା ହେଲେ ପୁଅ

ଭୁବନେଶ୍ୱର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ…

ଏଥର ବଜାର ଘାଣ୍ଟୁଛି ତ୍ରିରଙ୍ଗା ରାକ୍ଷୀ

ଉତ୍ତରପ୍ରଦେଶ:ରାକ୍ଷୀ ଏକ ଏଭଳି ପର୍ବ ଯାହା ଭାଇ ଭଉଣୀ ମଧ୍ୟରେ ଥିବା ସମ୍ପର୍କର ପ୍ରତୀକ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ । ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନେ୍ଧ ଆଉ ବଦଳରେ ତାକୁ ସବୁ ବାଧାବିଘ୍ନରୁ ରକ୍ଷା…

ରାକ୍ଷୀରେ ମହିଳାମାନଙ୍କ ପାଇଁ ଯୋଗୀଙ୍କ ବଡ ଘୋଷଣା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ସରକାର ସବୁ ବେଳେ ତାଙ୍କ ଆକ୍ସନ ମୋଡ ଆଉ କାମ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ, ଏହି ଅବସରରେ ଯୋଗୀ ଏକ ବଡ ଘୋଷଣା କରିଛନ୍ତି । ରାକ୍ଷୀ ପୂର୍ଣ୍ଣମୀ…