(video) “See you in Second Innings”: ଇନଷ୍ଟାରେ ଭାଇରାଲ ହେଉଛି ପ୍ରକୃତିଙ୍କ ବୟାନ
ଭୁବନେଶ୍ୱର: ବାବୁସାନଙ୍କ ସହ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ବିଷୟରେ ସଫେଇ ଦେବାକୁ ଯାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ…