ବାପାଙ୍କୁ କିଛି ହେଲେ କାହାରିକୁ ଛାଡ଼ିବି ନାହିଁ, ଦିଲ୍ଲୀର ଆସନ ଦୋହଲାଇ ଦେବି….ସୋସିଆଲ ମିଡିଆରେ ଭାଇରଲ ହେଉଛି ରୋହିଣୀଙ୍କ ଟ୍ୱିଟ
ନୂଆଦିଲ୍ଲୀ :କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ମଙ୍ଗଳବାର ଦିନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପ୍ରାୟ ଅଡ଼େଇ ଘଣ୍ଟା ପ୍ରଶ୍ନ କରିଛି। ଏହି ଅନୁସନ୍ଧାନ IRCTC ସ୍କାମରେ ହୋଇଥିବା ଜମି…