ସୋମବାର ରାଷ୍ଟ୍ରପତି ପଦର ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଦିଆଯିବ ୨୧ ତୋପୋ ସଲାମୀ, ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ। ଏହି ଉପଲକ୍ଷେ ତାଙ୍କୁ ୨୧ ତୋପୋ ସଲାମୀ ଦିଆଯିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଅନୁଯାୟୀ…