ମିଲିଟାରୀ ହେଲିକପ୍ଟର ବନେଇବେ ଭାରତୀୟ କମ୍ପାନୀ: ଖୁବଶୀଘ୍ର ରକ୍ଷା ମନ୍ତ୍ରାଳୟ ଦେବ ଅନୁମତି

ନୂଆଦିଲ୍ଲୀ: ମିଲିଟାରୀ ହାର୍ଡଓୟାର କ୍ଷେତ୍ରରେ ଭାରତ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ରକ୍ଷା ଅଧିଗ୍ରହଣ ପ୍ରକ୍ରିୟାକୁ ମାନୁଆଲରେ କରିବା ପାଇଁ ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ ।…

ଧ୍ୱଂସ ହେବ ପୃଥିବୀ! ସତ ହେଉଛି ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ: କହିଲେ ବିନାଶର ସମୟ

ନୂଆଦିଲ୍ଲୀ: ସତ ହେଉଛି ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ । ପ୍ରତିବର୍ଷ ସେ ବିଭିନ୍ନ ଘଟଣାକୁ ନେଇ ଭବିଷ୍ୟବାଣୀ କରନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହୋଇଛି । ଯଦି ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ ସତ ହୋଇ ଚାଲେ ତେବେ…

ଆଜି ଇଂଲଣ୍ଡ-ଭାରତ ଫାଇନାଲ ଫାଇଟ: ସିରିଜ ଜିତିବା ପାଇଁ ଉଭୟ ଦଳ ହେବେ ମୁହାଁମୁହିଁ

ମାଞ୍ଚେଷ୍ଟର: ଇଂଲଣ୍ଡ-ଭାରତ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଫାଇନାଲ ମ୍ୟାଚ । ଉଭୟ ଦଳ ମଧ୍ୟରେ ଚାଲିଥିବା ଏହି ଦିନିକିଆ ସିରିଜ ୧-୧ରେ ବରାବର ରହିଛି । ତେଣୁ ଆଜିର ମ୍ୟାଚ ନିର୍ଣ୍ଣାୟକ ହୋଇଥିବା ବେଳେ ଉଭୟ ଦଳ…

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଫୁଲବାଣୀ: ବ୍ରିଜ ଉପରେ ଚାଲୁଛି ଅଣ୍ଟାଏ ପାଣି

ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ହୋଇଛି ଫୁଲବାଣୀ ସହର । ଲଘୁଚାପ ଜନିତ ଲଗାଣ ବର୍ଷାପାଣି ଯୋଗୁଁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡିଛି । ପ୍ରବଳ ପାଣିରେ ସାରା ଜିଲ୍ଲାର ଅଧିକାଂଶ ଅଞ୍ଚଳର ଅବସ୍ଥା ସଂକଟାପନ୍ନ…

ପୁଣି ମଝି ଆକାଶରେ ଫସିଲା ଇଣ୍ଡିଗୋ: ଏହି କାରଣରୁ କରାଚିରେ ଓହ୍ଲାଇଲା ବିମାନ

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ପୁଣିଥରେ ମଝି ଆକାଶରେ ଏକବିମାନ ଫସିଥିବା ଘଟଣା ସାମନାକୁ ଆସିଛି । ପୁଣି ଥରେ ପାକିସ୍ତାନର କରାଚିରେ ଅଚାନକ ଅବତରଣ କରିଛି…

ଆଜିଠୁ ଏହି ରାଶି ବ୍ୟକ୍ତି ବିଶେଷଙ୍କର ବଦଳିବ ଭାଗ୍ୟ: ଅଜାଡି ହୋଇଯିବ ବୁଦ୍ଧଦେବଙ୍କ ଅପାର କୃପା

ଆଜି ରାଶି ପରିବର୍ତ୍ତନ କରିବେ ବୁଦ୍ଧଦେବ । ବୁଦ୍ଧି, ତର୍କ, ସମ୍ବାଦ ତଥା ଗଣିତ, ମିତ୍ରତା ଏବଂ ଚତୁରତାର ପ୍ରତୀକ ହେଉଛନ୍ତି କାରଣକାରୀ ଗ୍ରହ ବୋଲି ବୁଦ୍ଧ ଦେବଙ୍କୁ ଜଣାଯାଏ । ତେବେ ଜୁଲାଇ ୧୭ ତାରିଖରେ ଅର୍ଥାତ ଆଜି…

କୋହଲି ନିଜ ଭାଗ୍ୟ ନିର୍ଦ୍ଧାରଣ କରି ପାରିବେ: କପିଲ ଦେବ

ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଲ ଦେବ କହିଛନ୍ତି ଯେ ବିରାଟ କୋହଲି ଜଣେ ବଡ ଖେଳାଳି । କେଉଁ କାରଣରୁ ସେ ଗତ ତିନି ବର୍ଷ ଧରି ଲଗାତର ବିଫଳ ହୋଇ ଆସୁଛନ୍ତି। ତାହା ସେ ନିଜେ ଅନୁଭବ କରି ପାରୁ ଥିବେ…

ବିଚାରପତିଙ୍କ ଖାଲି ସ୍ଥାନ ପୂରଣ ନ ହେଲେ କେସ ପଡିରହିବ: CJI

ଜୟପୁର: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମନା ଦେଶରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଏବଂ ଅଦାଲତରେ ପଡ଼ିରହିଥିବା ମାମଲାର ବିଚାର ତ୍ୱରାନିତ କରିବା ପାଇଁ କହିଛନ୍ତି । ମୁଖ୍ୟ ବିଚାରପତି ରମନା ଜୟପୁରରେ ଆୟୋଜିତ…

ଆଜି ନିଟ୍ ପରୀକ୍ଷା: ଦେଶରେ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଆରମ୍ଭ ହେଉଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ସାରା ଦେଶରୁ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ଏଥିମଧ୍ୟରୁ ଓଡିଶାରୁ ୧ଲକ୍ଷ ୩୦ ହଜାର…

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଭଞ୍ଜନଗର ପୋଲିସ: ୬ ଜୁଆଡ଼ି ଗିରଫ, ୩୦,୫୨୦ ଟଙ୍କା ଜବତ

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌) : ସ୍ଥାନୀୟ ପୋଲିସ ଶନିବାର କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ରାଜକୁଣ୍ଡ ଗ୍ରାମର ଏକ ଅବ୍ୟବହୃତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି ।…