ରକ୍ଷା କ୍ଷେତ୍ରରେ ଭାରତର ନୂଆ ରେକର୍ଡ: ବିକ୍ରି ହେଲା ୧୩,୦୦୦ କୋଟି ଟଙ୍କାର ହତିଆର
ନୂଆଦିଲ୍ଲୀ: ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଭାରତ ନିଜ ପ୍ରୟାସରେ ସଫଳତା ହାସଲ କରୁଛି । ବିଶେଷ କରି ଘରୋଇ ଜ୍ଞାନକୌଶଳରେ ବିକଶିତ କରିବା ଏବଂ ଏହାକୁ ସାରା ବିଶ୍ୱରେ ପହଞ୍ଚାଇବାରେ ଦେଶର ଡଫେନ୍ସ ସେକ୍ଟର…