Breaking News ଆଜି ଇମାମୀ-କିସ୍ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ Abinash Kumar Dhal Jun 13, 2022 ବାଲେଶ୍ୱର, (ଭାସ୍କର ନ୍ୟୁଜ୍) : ଆଜି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ…
Featured ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରଭାବ, ଗୁଜରାଟ ହୀରା ଉଦ୍ୟୋଗରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବିକା ପ୍ରଭାବିତ no Abinash Kumar Dhal Jun 13, 2022 ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ କାରଣରୁ ଗୁଜରାଟ ହୀରା ଉଦ୍ୟୋଗରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ମୁଖ୍ୟତଃ ସୌରାଷ୍ଟ୍ରର ଗ୍ରାମୀଣ ଇଲାକା ଯେଉଁଠାରେ ରୁଷ୍ରୁ ଛୋଟ ଆକାରର…
Featured ରାଷ୍ଟ୍ରପତି ନିର୍ବାଚନ : ରାଜନୈତିକ ଦଳ ସହ ଆଲୋଚନା କରିବେ ନଡ୍ଡା-ରାଜନାଥ Abinash Kumar Dhal Jun 13, 2022 ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବାକୁ ଭାରତୀୟ ଜନତା ପାର୍ଟି ଦଳର ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି । ନ୍ୟାସନାଲ…
Breaking News ପ୍ରୟାଗରାଜ ହିଂସାକାଣ୍ଡ ମାମଲା: ବୁଲିବ ସରକାରୀ ବୁଲଡୋଜର, ମାଟିରେ ମିଶିଲା ମାଷ୍ଟରମାଇଣ୍ଡର ଘର Abinash Kumar Dhal Jun 13, 2022 ଲକ୍ଷ୍ନୌ : ଆକ୍ସନ ମୋଡ୍ରେ ଯୋଗୀ ସରକାର । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡର ଘର ଭାଙ୍ଗିଲା ବୁଲ୍ଡୋଜର । ବିଜେପିର ମୁଖପାତ୍ର ନୂୁର ଶର୍ମାଙ୍କ ବୟାନକୁ ବିରୋଧ କରି ପ୍ରୟାଗରାଜରେ ହୋଇଥିବା ହିଂସା ଘଟଣାରେ ଏଭଳି…
Breaking News ଭାରତ-ଚୀନ ସୀମାରେ ମୁତୟନ ୨ ଯବାନ ନିଖୋଜ, ୧୪ ଦିନ ହେବ ମିଳୁନି ପତ୍ତା, ସେନାର ସର୍ଚ୍ଚ ଅପରେସନ୍ ଜାରି Abinash Kumar Dhal Jun 13, 2022 ନୂଆଦିଲ୍ଲୀ, : ସୀମା ସୁରକ୍ଷା ଦାୟିତ୍ୱରେ ଥିବା ୨ ଯବାନଙ୍କ ନିଖୋଜ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଦୀର୍ଘ ୧୪ ଦିନ ହେବ ସେମାନଙ୍କର କୌଣସି ଖୋଜଖବର ମିଳିପାରୁ ନାହିଁ । ଭାରତ-ଚୀନ ସୀମାରୁ ଏହି ୨ ଯବାନ ନିଖୋଜ…
Breaking News ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ସମ୍ପନ୍ନ : ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବ, ଏକ ମାସରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ବିଭିନ୍ନ… Abinash Kumar Dhal Jun 13, 2022 ପୁରୀ, (ଭାସ୍କର ନ୍ୟୁଜ୍) : ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚମ୍ପକ ଦ୍ୱାଦଶୀ ନୀତି ସମ୍ପନ୍ନ ହୋଇଛି । ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ବଡ଼ଦାଣ୍ଡ । ଘୋଷଯାତ୍ରା ପାଇଁ ଆଜିଠୁ ଶ୍ରୀମନ୍ଦିରରେ ପ୍ରବେଶ…
Breaking News ଆଇପିଏଲ ମିଡିଆ ରାଇଟ ନିଲାମ ୪୩ ହଜାର କୋଟି ପାର୍, ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ Abinash Kumar Dhal Jun 13, 2022 ମୁମ୍ବାଇ: ଆଗାମୀ ପାଞ୍ଚ ବର୍ଷ ପାଇଁ ଅରଇପିଏଲର ଟିଭି ଓ ଡିଜିଟାଲ ରାଇଟ ହାସଲ ପାଇଁ ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିବା ବେଳେ ଇ-ନିଲାମର ପ୍ରଥମ ଦିନରେ ଏହା ୪୩ ହଜାର କୋଟି ଛୁଇଁଛି । ତେବେ ୨୦୧୭ରେ ଏହି…
Featured ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା ବାଇକ, ଘଟଣାସ୍ଥଳରେ ଚାଲିଗଲା ୩ ଯୁବକଙ୍କ ଜୀବନ Abinash Kumar Dhal Jun 13, 2022 କୁଚିଣ୍ଡା,(ଭାସ୍କର ନ୍ୟୁଜ୍) : କୁଚିଣ୍ଡା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ନିକଟ ଘନସରା ଓ ରବଗାଁ ମଝି ରାସ୍ତାରେ ଏକ ବାଇକ୍ ରାସ୍ତାକଡ଼ ଗଛରେ ପିଟିହେବା ଫଳରେ ସେଥିରେ ବସିଥିବା ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ…
Breaking News ଦ୍ୱିତୀୟ ଟି-୨୦ରେ ଭାରତକୁ ଶକ୍ତ ଧକ୍କା, ଦକ୍ଷିଣ ଆଫ୍ରିକାର ଦମ୍ଦାର ବିଜୟ : ଓଡ଼ିଶା କ୍ରିକେଟ ପ୍ରେମୀ ନିରାଶ Abinash Kumar Dhal Jun 13, 2022 କଟକ,(ଭାସ୍କର ନ୍ୟୁଜ୍) : ଓଡ଼ିଶା କ୍ରିକେଟ ପ୍ରେମୀଙ୍କୁ ନିରାଶ କଲା ଟିମ୍ ଇଣ୍ଡିଆ । ରବିବାର ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ଦ୍ୱିତୀୟ…
Breaking News ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୩ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି Abinash Kumar Dhal Jun 13, 2022 ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସୋମବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୩ଟି ଜିଲ୍ଳାରେ କାଳବୈଶାଖୀର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…