ଜଣେ ବି କରିପାରିବ ପୂରା ଟ୍ରେନ୍ ବୁକ୍, ଦେବାକୁ ପଡ଼ିବ ଏତିକି ଟଙ୍କା…

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସ୍ଥଳପଥରେ ଗମନାଗମନର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନିର୍ଭର…

ପାକିସ୍ତାନରେ ଦରବୃଦ୍ଧିକୁ ନେଇ ଚିନ୍ତାରେ କର୍ମଚାରୀ; ଗଧ ଓ ଘୋଡ଼ାରେ ଯାଉଛନ୍ତି ଅଫିସ

ପାକିସ୍ତାନରେ ଦିନକୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି । ଏନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ପାକିସ୍ଥାନରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନର ଏକ…

କାହିଁକି ହଳଦିଆ ରଙ୍ଗର ହୋଇଥାଏ ଟ୍ୟାକ୍ସି; ଜାଣନ୍ତୁ କ’ଣ ରହିଛି କାରଣ ?

ବାହାର ଦେଶ ହେଉ କିମ୍ବା ଆମ ଦେଶର ବିଭିନ୍ନ ମେଟ୍ରୋ ସହର, ଏଠାରେ ସାଧରଣତଃ ହଳଦିଆ ରଙ୍ଗର ଟ୍ୟାକ୍ସି ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହାର ରଙ୍ଗ ହଳଦିଆ କାହିଁକି ହୋଇଥାଏ । ଟ୍ୟାକ୍ସିର…

ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ: ଏହି ନେତାଙ୍କୁ ମିଳିପାରେ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳରୁ ସବୁ ମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ…

ଟାର୍ଗେଟ୍ କିଲିଂ ମଧ୍ୟରେ ଘାଟିରୁ ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କ ବଦଳି, ସୁରକ୍ଷିତ ସ୍ଥାନକୁ ପଠାଗଲା

ନୂଆଦିଲ୍ଲୀ: କାଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା ବଢିବାରେ ଲାଗିଛି। ହିନ୍ଦୁ କର୍ମଚାରୀଙ୍କୁ ନିଶାଣ କରି ଆତଙ୍କବାଦୀ ହତ୍ୟା କରୁଛନ୍ତି। ଏଥିରେ ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି।…

ଟେଷ୍ଟ ମ୍ୟାଚ୍ ସଂଖ୍ୟା ହ୍ରାସ କରି ପାରେ ଆଇସିସି, ଚେତାବନୀ ଦେଲେ ଚେୟାରମ୍ୟାନ

ନୂଆଦିଲ୍ଲୀ: ଘରୋଇ ଟି-୨୦ ଲିଗ୍ କାରଣରୁ ଛୋଟ ହେବାକୁ ଲାଗିଛି ଦ୍ଵିପାକ୍ଷିକ ସିରିଜ୍। ଏହାକୁ ନେଇ ଚିନ୍ତିତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ତେଣୁ ଆଗାମୀ  ସମୟରେ ଟେଷ୍ଟ ମ୍ୟାଚ୍ ସଂଖ୍ୟାରେ ହ୍ରାସ…

ଅନ୍ତର୍ଜାତୀୟ ନ୍ୟାୟାଳୟରେ ୟାସିନ ମଲିକ ମାମଲା ଉଠାଇବ ପାକିସ୍ତାନ, ଦେଲା ସଙ୍କେତ

ନୂଆଦିଲ୍ଲୀ: ୟାସିନ ମଲିକ ମାମଲାକୁ ପାକିସ୍ତାନ ମିଳିତ ଜାତିସଂଘ ଏବଂ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଉଠାଇବାକୁ ପ୍ରସ୍ତୁତି କରୁଛି। ପାକିସ୍ତାନ ଅଧିକୃତ କାଶ୍ମୀରର ତଥାକଥିତ ରାଷ୍ଟ୍ରପତି ସୁଲତାନ ମହମ୍ମୁଦ ଚୌଧୁରୀ…

ରାଜସ୍ଥାନରେ କଂଗ୍ରେସକୁ ଝଟକା ଦେବେ ବିଏସପିରୁ ଆସିଥିବା ବିଧାୟକ ? ପହଞ୍ଚି ନାହାନ୍ତି ରିସର୍ଟ

ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ପାର୍ଟିର ଚିନ୍ତା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଜଣେ ମନ୍ତ୍ରୀଙ୍କ ସହିତ ଅତି କମରେ ଛଅ ବିଧାୟକ ପାର୍ଟିର ଆଦେଶ ପାଳନ ନକରି ଏ ପର‌୍ୟ୍ୟନ୍ତ…

ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ କପିଲଙ୍କ ବଡ ବୟାନ- ଯଦି ଆପଣ ନିଜ ପିତାଙ୍କ ୫୦ ପ୍ରତିଶତ…

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୨ରେ ଖେଳିବାର ସୁଯୋଗ ମିଳିନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ଆଶା…

କୋଲ୍ଡ ଡ୍ରିଙ୍କସ ପାଇଁ ୪ ପୋଲିସକର୍ମୀ ସସପେଣ୍ଡ: ଜାଣନ୍ତୁ ଅଜବ ଘଟଣା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଗୋରଖପୁରର ଖୋରାବାର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଜବ ଘଟଣା । ସାମାନ୍ୟ କୋଲ୍ଡ ଡ୍ରିଙ୍କସ ପାଇଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଜ ଚାକିରିରୁ ସସପେଣ୍ଡ କରାଯାଇଛି । କଥାଟା ନିଶ୍ଚୟ…