ପେଟ୍ରୋଲ–ଡିଜେଲ ମୂଲ୍ୟ ହ୍ରାସକୁ ନେଇ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ? ଜାଣନ୍ତୁୁ…

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି । ଭାରତର ସରକାରଙ୍କ ତୈଳ ଦାମ୍ ହ୍ରାସ ନିଷ୍ପତ୍ତିକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ଆମେରିକାର ଚାପ ସତ୍ତ୍ୱେ…

ଜମ୍ମୁ-କାଶ୍ମୀରରେ ନିର୍ମାଣାଧୀନ ଟନେଲ ଭୁଷୁଡ଼ିବା ଘଟଣା: ଉଦ୍ଧାର ହେଲା ସମସ୍ତ ୧୦ ମୃତଦେହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ନିର୍ମାଣଧୀନ ଟନେଲ ଭୁଷୁଡ଼ିବା ଘଟଣାରେ ଉଦ୍ଧାର ହେଲା ସମମସ୍ତ ୧୦ ଶ୍ରମିକଙ୍କ ମୃତଦେହ । ନିର୍ମାଣାଧୀନ ଟନେଲ ଭୁଷୁଡ଼ିବା ଯୋଗୁଁ ୧୦ ଶ୍ରମିକ ଟନେଲ ଭିତରେ ଫସି ମୃତ…

ବାଇକ ଉପରେ ଛିଡ଼ା ହୋଇ କରୁଥିଲେ ଷ୍ଟଣ୍ଟ, ନେଉଥିଲେ ସେଲ୍ଫି, ତା’ପରେ ହେଲା ଏମିତି

ଆଜିକା ଯୁବପୀଢ଼ିଙ୍କ ମଧ୍ୟରେ ଇଣ୍ଟରନେଟରେ ଫେମସ୍ ହେବା ଖୁବ୍ ପସନ୍ଦ । ସେଲଫି ନେବା, ରିଲ୍ସ ବନାଇବାକୁ ଖୁବ୍ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଆଉ ଏହି ସେଲଫି, ଭିଡିଓ ନେବା ପାଇଁ ସେମାନେ ବିଭିନ୍ନ ତରିକା ମଧ୍ୟ…

ମାନିବାକୁ ପଡ଼ିବ ୮୦ ବର୍ଷୀୟା ଦାଦିଙ୍କ ଦମ୍, ସମସ୍ତଙ୍କୁ କଲେ ଚକିତ, ଦେଖନ୍ତୁ ଭିଡିଓ…

କୁହାଯାଏ ମନ ଦୃଢ଼ ଥିଲେ ସବୁ କାର୍ଯ୍ୟ  ସାଧ୍ୟ । ଆଉ ଏହାକୁ ପ୍ରମାଣ କରି ଦେଖାଇଲେ ଏହି ୮୦ ବର୍ଷୀୟା ଜେଜେ ମା । ସେଥିପାଇଁ ତ କୁହାଯାଏ କୌଣସି କାମ କରିବା କ୍ଷେତ୍ରରେ ବୟସର କୌଣସି ପ୍ରଭାବ ପକାଏନି । କାରଣ ବୟସ ହେଉଛି…

(Video) ପାଳିପୋଷି ବଡ଼ କରିଥିଲା ମା’, ପୁଅ ଦେଲା ଏଭଳି ସମ୍ମାନ

ମା’ ସେ ଜନ୍ମଦାତ୍ରୀ, ସେ ଆମର ସବୁକିଛି... ନିଜ ପିଲାର ମଙ୍ଗଳ ପାଇଁ ମା ସବୁ କିଛି ତ୍ୟାଗ କରିଥାଏ । ପିଲାଙ୍କର ସବୁ ଅଳି ଅଝଟ ସହିଥାଏ, ସବୁ କଷ୍ଟ ସହି ପିଲାଙ୍କୁ ପାଳିପୋଷି ବଡ଼କରେ । ତେବେ ମା’କୁ ନେଇ ବର୍ତ୍ତମାନ…

ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍: ସାଇବର ଥାନାରେ ଏତଲା ଦେଲେ ସାଂସଦ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ସାଂସଦ ନିଜର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି । ଗତ ଦୁଇ ଦିନ ଧରି ନିଜର ଫେସବୁକ୍ ଆକାଉଣ୍ଟ…

କଣ ତୋ ନାଁ ମହମ୍ମଦ ? ଆଧାର କାର୍ଡ ଦେଖା… ବୃଦ୍ଧଙ୍କୁ ପିଟି ପିଟି ମାରି ଦେଲେ, ସନ୍ଦେହରେ ବିଜେପି ନେତା

ରତମାଲ: ରାଜସ୍ଥାନ ସଂଲଗ୍ନ ମଧ୍ୟ ପ୍ରଦେଶର ମନାସାରେ ମାନବ ଜାତିକୁ କୁଠାରଘାତ ଏବଂ ଲଜ୍ଜିତ କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧଙ୍କୁ ମୁସଲମାନ ହୋଇଥିବା ସନ୍ଦେହରେ ପିଟି ପିଟି ହତ୍ୟା କରାଯାଇଛି। ହତ୍ୟା…

(Video) ପୁଣି ଏକ ଭିଡିଓରେ ମନ କଥା କହିଲେ ଅନୁଭବ: କହିଲେ ବିବାହ ପରେ ନଥିଲା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଜାରି କରିଛନ୍ତି । ଶନିବାର ଆଉ ଏକ ଭିଡିଓ ଜାରି କରି ନିଜ ମନର ଦୁଃଖକୁ ପ୍ରକାଶ କରିଛନ୍ତି ଅଭିନେତା ତଥା…

୧୦୦ ମିଟର ପରିଧି ବାହାରେ ହେବ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର: ଶ୍ରୀମନ୍ଦିର ପରିଚାଳନା ବୈଠକରେ ହେଲା ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶନିବାର ଶେଷ ହୋଇଛି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଗୁରୁକୁଳ…

ଆମେରିକାଠୁ ୟୁକ୍ରେନକୁ ମିଳିବ ୪୦ ଅରବ ଡଲାରର ସହାୟତା ରାଶି, ମୋହର ମାରିଲେ ବାଇଡେନ୍

ସିଓଲ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ସହାୟତା ପାଇଁ ଶନିବାର ୪୦ ଅରବ ଡଲାରର ନୂତନ ସହାୟତା ସଂପର୍କିତ ବିଧେୟକ ଉପରେ ହସ୍ତାକ୍ଷର କରିଛନ୍ତି । ଏହି ବିଧେୟକ ଆମେରିକା କଂଗ୍ରେସର ଦୁଇ ଦଳର ସମର୍ଥନରେ…