CHARIDHAM

ଟ୍ରେନ ସେବା ଉପରେ ପଡିଲା ଅଗ୍ନିପଥ ନିଆଁର ଧାସ, ଜାଣନ୍ତୁ କ’ଣ ହେଲା ପରିସ୍ଥିତି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଥମିବାର ନାଁ ଧରୁନି ବିବାଦ । ବିହାରରୁ ଆରମ୍ଭ ହୋଇତିବା ଏହି ବିରୋଧ ଏବେ ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ବ୍ୟାପି ସାରିଲାଣି । ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରି କିଛି…

କେବଳ ଦରମା ନୁହେଁ, ଅଗ୍ନିବୀରଙ୍କୁ ମିଳିବ ଆହୁରି ଅନେକ ସୁବିଧା: ଜାଣନ୍ତୁ ତଥ୍ୟ

ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । କେବଳ ଦରମା ଟଭ୍କା ନୁହେଁ, ଏହାବ୍ୟତୀତ ଅନେକ ପ୍ରକାରର ସୁବିଧା ସୁଯୋଗ ପାଇ ପାରିବେ ଦେଶର ଅଗ୍ନିବୀର । ପ୍ରଥମେ…

ବିବାହ ବେଦୀରେ ଲଢିଲେ ବର-କନ୍ୟା: କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଏକ ଭିଡିଓ ଏମିତି ରହିଛି ଯାହାକୁ ଦେଖିଲେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଘଟଣା ସମସ୍ତଙ୍କୁ ମଜା ଦେଇଛି ସତ,…

ମୁଣ୍ଡ ହଲାଇଦେଲେ ବଦଳି ଯାଏ ଏହି ଚଢେଇର ରଙ୍ଗ, ଜାଣନ୍ତୁ କଣ ରହିଛି ରହସ୍ୟ

ଏହି ରହସ୍ୟମୟୀ ଦୁନିଆରେ ଅନେକ ରହସ୍ୟମୟୀ ଜୀବ ରହିଛନ୍ତି । ପ୍ରକୃତିରେ ଏହିଭଳି ଏକ ରହସ୍ୟମୟୀ ରହସ୍ୟମୟୀ ପକ୍ଷୀ ଅଛି, ଯିଏକି ତା’ର ମୁଣ୍ଡକୁ ହଲାଇଲେ ଶରୀରର ରଙ୍ଗ ପରିବର୍ତ୍ତନ ହୋଇଥାଏ । ରଙ୍ଗ ପରିବର୍ତ୍ତନ କରୁଥିବା…

ଏୟାରଟେଲ୍ ଗ୍ରାହକଙ୍କୁ ଝଟକା! ୨୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେଲା ପୋଷ୍ଟପେଡ୍ ପ୍ଳାନ୍

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସବୁଠୁ ବଡ଼ ଟେଲିକମ ଅପରେଟର ଭାରତୀ ଏୟାରଟେଲ୍ ୟୁଜର୍ସଙ୍କୁ କିଛି ବଢ଼ିଆ ପୋଷ୍ଟପେଡ୍ ପ୍ଲାନ୍ ଦେଇଥାଏ । କମ୍ପାନୀ କେବଳ ପ୍ରିପେଡ ପ୍ଲାନର ଟାରିଫ୍ ବଢ଼ାଇଥିବବେଳେ, ଏବେ କିନ୍ତୁ ପୋଷ୍ଟପେଡ…

Whatsapp ଗ୍ରୁପ୍ ଭଏସ କଲ୍ ରେ ଆସିଲା ନୂଆ ଅପଡେଟ୍, ଏବେ କାହାକୁ ବି କରିପାରିବେ ମ୍ୟୁଟ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଅନେକ ସମୟରେ ନୂଆ ନୂଆ ଅପଡେଟ୍ ମିଳିଥାଏ । ଏହିକ୍ରମରେ ଏବେ ହ୍ୱାଟ୍ସଆପ୍ ଗ୍ରୁପ୍ ଭଏସ୍ କଲିଂ ଏକ୍ସପିରିଏନ୍ସକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଉଭୟ ପ୍ଲାଟଫର୍ମ ପାଇଁ ଅପଡେଟ୍ କରିଛି । ଏହି ନୂଆ…

୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗକୁ ସେମିରେ ହରାଇଲା

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ରଣଜୀ ଟ୍ରଫିର ପ୍ରଥମ ସେମି ଫାଇନାଲରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦଳ ଦୀର୍ଘ ୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ମୁମ୍ବାଇ ଏବଂ ଉତ୍ତର…

‘ଇଂଲଣ୍ଡରେ ଦ୍ରାବିଡ ସେହି ଖେଳାଳିଙ୍କୁ ସୁଯୋଗ ଦେବେ, ଯାହାଙ୍କୁ ଟି-୨୦ ବିଶ୍ଵ କପ୍ ଟିମରେ ସ୍ଥାନ ମିଳିବ’

ନୂଆଦିଲ୍ଲୀ: ସଂପ୍ରତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି। ଟି-୨୦ ବିଶ୍ଵ କପ୍ ଦୃଷ୍ଟିରୁ ଏହି ସିରିଜ୍ ଗୁରୁତ୍ଵପୂର୍ଣ୍ଣ ମନେ ହୁଏ। କାରଣ ପ୍ରଦର୍ଶନ ଆଧାରରେ ହିଁ…

ସୁପ୍ରିକୋର୍ଟରେ ପହଞ୍ଚିଲା ଅଗ୍ନିପଥ ବିରୋଧ, ବିଶେଷଜ୍ଞ କମିଟି ଜରିଆରେ ସମୀକ୍ଷା କରାଇବାକୁ ଦାବି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ବିରୋଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇ ସେନାରେ ନିଯୁକ୍ତି ପାଇଁ ଘୋଷିତ ଏହି ଯୋଜନାର ସମୀକ୍ଷା ହେତୁ ଏକ ବିଶେଷଜ୍ଞ କମିଟି ଗଠନ…

ଜୁଲାଇ ୧ରୁ ଲାଗୁ ହେବ କ୍ରେଡିଟ୍ କାର୍ଡର ନୂଆ ନିୟମ, ଜାଣି ରଖନ୍ତୁ ୧୦ ଜରୁରୀ କଥା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଭଲ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧିତ ନିୟମରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହି ନୂତନ ନିୟମ ୨୦୨୨ ଜୁଲାଇ ୧ରୁ…