CHARIDHAM

ଲୋନ ଆପ୍‌ ମାଧ୍ୟମରେ ଠକେଇ ଅଭିଯୋଗ, ୨ଜଣ ଠକ ନିର୍ଦ୍ଦେଶକୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବେଆଇନ ଲୋନ ଆପ୍‌ ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ । ଗିରଫ ହୋଇଥିବା ଲୋନ୍‌ ଆପ୍‌ କମ୍ପାନୀର ୨…

ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୩୧ ତାରିଖରେ ପ୍ରବେଶିକା ପରୀକ୍ଷା

ଢେଙ୍କାନାଳ, (ଭାସ୍କର ନ୍ୟୁଜ): ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି…

୫୦୦ ଟଙ୍କାରୁ କମରେ Jioର ଦମଦାର ପ୍ଲାନ: ମିିଳିବ ୮୪ ଜିବି ଡାଟା ସହ ଅଧିକ ଅଫର

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଜିଓ ଏହାର ୟୁଜର୍ସଙ୍କୁ ସବୁବେଳେ ଶସ୍ତା ଏବଂ ଆକର୍ଷଣୀୟ ପ୍ଲାନ ଦେଇଥାଏ । ଆଜି ଆମେ ଜିଓର ଏହିଭଳି ଏକ ପ୍ରିପେଡ ପ୍ଲାନ ବିଷୟରେ କହୁଛୁ ଯାହା ୫୦୦ ଟଙ୍କାରୁ କମରେ ବଢ଼ିଆ ବେନିଫିଟ୍ ଦେଉଛି…

ରାହୁଲ ଶ୍ରୀବାସ୍ତବ ଭାରତର ୭୪ତମ ଚେସ୍‌ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ: ତେଲେଙ୍ଗାନାର ରାହୁଲ ଶ୍ରୀବାସ୍ତବ ଭାରତର ୭୪ତମ ଗ୍ରାଣ୍ଡମାଷ୍ଟର ହେବାର ସୌଗାଗ୍ୟ ଲାଭ କରିଛନ୍ତି । ଇଟାଲୀରେ ଅନୁଷ୍ଠିତ ନବମ କାଟୋଲିକା ଚେସ୍‌ ଫେଷ୍ଟିଭାଲରେ ୧୯ ବର୍ଷୀୟ ଶ୍ରୀବାସ୍ତବ ୨୫୦୦ ଏଲୋ ରେଟିଂ…

ମନମାନି କରୁଛି ଛତିଶଗଡ଼ ସରକାର, ଚୁପ ବସିଛି ଓଡ଼ିଶା: ବର୍ଷା ପୂର୍ବରୁ କଲମା ବ୍ୟାରେଜ୍‌ର ସବୁ ଗେଟ୍‌ ଖୋଲିବକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା…

ଆଜି ବାରବାଟୀ ଲଢ଼େଇ, ଘଣ୍ଟି ବଜାଇ ମ୍ୟାଚ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦର୍ଶକଙ୍କୁ ଘାରିଲାଣି କ୍ରିକେଟ୍‌ ଫିଭର । ସେମାନଙ୍କ ମନରେ ଅସୀମ ଉତ୍ସାହ ଓ…

କୁଲଗାମ ଏବଂ ପୁଲୱାମାରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲଗାଭ ଏବଂ ପୁଲୱାମା ଜିଲ୍ଳାରେ ଶନିବାର ସୁରକ୍ଷାକର୍ମୀଙ୍କ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ । ଏମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସର ସୂଚନା…

ରଜରେ ଓଡ଼ିଶାକୁ ଭିଜାଇବ ମୌସୁମୀ ବର୍ଷା, ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ବାଥରୁମ ଭିତରୁ ଭିଡିଓ କରିବାକୁ ଉଦ୍ୟମ: ମାକପା ନେତାଙ୍କ ବିରୋଧରେ ମାମଲା ରୁଜୁ

କେରଳ: କେରଳରେ ବାଥରୁମ ଭିତରୁ ଭିଡିଓ କରିବାକୁ ଯାଇ ଫସିଗଲେ ନେତା । ଜଣେ ମହିଳାଙ୍କ ଭିଡିଓ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏହାପରେ ପାର୍ଟି ତରଫରୁ ମଧ୍ୟ ସମ୍ପୃକ୍ତ…

ଡାଇବେଟିସକୁ କଣ୍ଟ୍ରୋଲ କରିପାରେ ଆମ୍ବପତ୍ର, ଏହି ଉପାୟରେ କରନ୍ତୁ ସେବନ

ନୂଆଦିଲ୍ଲୀ: ଆଜିକା ସମୟରେ ଡାଇବେଟିସ ଏକ ସାଧାରଣ ରୋଗ ପାଲଟିଗଲାଣି । ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଆକ୍ରନ୍ତ ହେଉଛନ୍ତି । ଡାଇବେଟିସ ରୋଗୀଙ୍କ ପାଇଁ ସାଧାରଣ ଜୀବନ ଅତିବାହିତ କରିବା ସହଜ ହୋଇନଥାଏ । ଏମିତି ସମୟରେ…