ଦ୍ୱାଦଶ ପାସଙ୍କ ପାଇଁ ବଡ଼ ସୁଯୋଗ: ୫୩,୦୦୦ ଅଙ୍ଗନବାଡି ପୋଷ୍ଟ ପାଇଁ ବାହାରିବ ନିଯୁକ୍ତି, ଜାଣନ୍ତୁ କେବେଠୁ କରିବେ ଆବେଦନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଙ୍ଗନବାଡିରେ ବମ୍ପର ନିଯୁକ୍ତି ଅନୁଷ୍ଠିତ ହେବ। ଯଦି ଆପଣ ମଧ୍ୟ ଏହି ପଦବୀ ଆବେଦନ କରିବାକୁ ଚାହୁଁଛନ୍ତି , ତେବେ ପ୍ରସ୍ତୁତ ହୁଅନ୍ତୁ, କାରଣ ଏହି ନିଯୁକ୍ତି ପାଇଁ ଯେକୌଣସି ସମୟରେ…