ଭାରତୀୟ ସେନାର ୟୁନିଫର୍ମରେ ପରିବର୍ତ୍ତନ: ବ୍ରିଗେଡିୟର ଓ ଉପର ଅଧିକାରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ସେନାର ୟୁନିଫର୍ମକୁ ନେଇ ଏକ ବଡ ପରିବର୍ତ୍ତନ କରାଯାଇଛି । ଏଣିକି ସୈନ୍ୟଙ୍କ ସହ ବଡ ବଡ ପଦବୀର ଅଧିକାରୀମାନେ ମଧ୍ୟ ଗୋଟିଏ ପ୍ରକାର ୟୁନିଫର୍ମ ପିନ୍ଧିବେ । ଏ ନେଇ ଏକ ନୂଆ ନିୟମ ଲାଗୁ ହୋଇଛି ।…

ବାତ୍ୟା ଆଲର୍ଟ; ଭୟଙ୍କର ରୂପ ନେଉଛି ‘ମୋଚା’! ୧୩୦କି.ମି ଘଣ୍ଟାରେ ବହିବ ପବନ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ମୋଚା'କୁ ନେଇ ଏବେ ବିଭିନ୍ନ ରାଜ୍ୟ ଆଲର୍ଟ ମୋଡରେ ରହିଛି । ପାଣିପାଗ ବିଭାଗ ମଧ୍ୟ ଏହାକୁ ବିପଦଜନକ ବୋଲି କହି ସାରିଛି । ତେବେ ପାଣିପାଗ ବିଜ୍ଞାନର ପ୍ରମୁଖ ଡା. ଏମ.…

ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ: ହାଇକୋର୍ଟ ବାହାରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିଛି ପୋଲିସ । ଇସଲାମାବାଦ ହାଇକୋର୍ଟ ବାହାରୁ ପିଟିଆଇର ମୁଖ୍ୟ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

ଜରୁରୀ ସୂଚନା; ଜଣେ ବ୍ୟକ୍ତି କେତୋଟି ବ୍ୟାଙ୍କରେ ରଖିପାରିବେ ଆକାଉଣ୍ଟ? କ’ଣ କହୁଛି ସରକାରଙ୍କ ନିୟମ

ନୂଆଦିଲ୍ଲୀ: ଆଜିକାଲି ଆର୍ଥିକ ନେଣଦେଣ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ । ଏହା ସହ ଜମା ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡିଥାଏ । ତେବେ ବର୍ତ୍ତମାନ ଅଧିକାଂଶ ଲୋକଙ୍କ…

ଜଳଖିଆ କରିବାର ପ୍ରକୃତ ସମୟ କ’ଣ? ସୁସ୍ଥ ଶରୀର ପାଇଁ ଏହିସବୁ ଖାଇବା ଆବଶ୍ୟକ

ନୂଆଦିଲ୍ଲୀ: ଖାଦ୍ୟ ଗ୍ରହଣ କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୋଜନ ହେଉଛି ସକାଳର ଜଳଖିଆ । ମଣିଷ ଶରୀରକୁ ସକାଳର ଜଳଖିଆ ହିଁ ଉତ୍ତମ ଶକ୍ତି ଯୋଗାଇବା ସହ ସାରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହା୍ଦବାରା…

ଦୁର୍ଘଟଣାର ଶିକାର ହେଲା ବାୟୁସେନାର ବିମାନ: ୪ ମୃତ ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ବିମାନ ମିଗ୍-୨୧ । ରାଜସ୍ଥାନର ହନୁମାନଗଡରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଥିବା…

IPL record Alert; ୟୁଜବେନ୍ଦ୍ର ଚହଲ ରଚିଲେ ନୂଆ ଇତିହାସ: ପଛରେ ପଡିଗଲେ ଧୋନୀଙ୍କ ଷ୍ଟାର ବୋଲର

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଥ୍ରିଲର ମ୍ୟାଚରେ ପରାସ୍ତ ହୋଇଛି ରାଜସ୍ଥାନ ରୋୟଲ୍ସ । କିନ୍ତୁ ଏହି ମ୍ୟାଚରେ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ଏକ ଇତିହାସ ଲେଖି ଦେଇଛନ୍ତି । ହାଇଦ୍ରାବାଦ ବିପକ୍ଷରେ…

ସମ୍ବଲପୁରରେ ପୁଣିଥରେ ଗୋଷ୍ଠୀ ସଂଘର୍ଷ: ୫ ଜଣକୁ ଅଟକ ରଖିଲା ପୋଲିସ

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀରେ ଶୋଭାଯାତ୍ରାରେ ହୋଇଥିବା ଦଙ୍ଗା ଥମିବା ପରେ ପୁଣି ଏକ ଗୋଷ୍ଠୀ ସଂଘର୍ଷ ଏଠାରେ ମୁଣ୍ଡ ଟେକିଛି । ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ ଗୋଷ୍ଠୀ ସଂଘର୍ଷ ସହିତ ଘର ଉପରକୁ…

ଅଜବ କାହାଣୀ! ପିଲା ଜନ୍ମ ପାଇଁ ଦମ୍ପତ୍ତିଙ୍କୁ ମିଳୁଛି ପୁରସ୍କାର: ଉପହାରରେ ଗାଡି, ଘର ସହ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏଥିରେ ସତ୍ୟତା ରହିଛି । ଏବେ ପିଲାଟିଏ ଜନ୍ମ କରିବା ପାଇଁ ମଧ୍ୟ ଦମ୍ପତ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ସରକାରଙ୍କର ଏହି ପଦକ୍ଷେପ ପ୍ରାୟତଃ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଆହୁରି କଲବଲ କରିବ ତାତି: ୪ ଦିନ ଭିତରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଓଡିଶାକୁ ଫେରିଛି ଅସହ୍ୟ ତାତି । ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ତାପମାତ୍ରା । ରାଜ୍ୟର ୧୩ଟି…