ସଚିନଙ୍କ ପାଖରୁ ଅର୍ଜୁନ ପାଇଲେ ବଡ ଉପହାର: ଗୌରବ ମୁହୂର୍ତ୍ତର ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ ଏଣ୍ଟ୍ରି କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ତେବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଅର୍ଜୁନ ନିଜ କ୍ୟାରିୟରର ପ୍ରଥମ ୱିକେଟ…