କ୍ରିକେଟ ଖେଳୁ ଖେଳୁ ବୋଲରଙ୍କୁ ଆସିଲା ହାର୍ଟ ଆଟାକ: ମଇଦାନରେ ଚାଲିଗଲା ଜୀବନ
ନୂଆଦିଲ୍ଲୀ: ଭାରତରେ କ୍ରିକେଟକୁ ନେଇ ସମସ୍ତଙ୍କ ମନରେ ଖୁବ କ୍ରେଜ ଦେଖିବାକୁ ମିଳିଥାଏ । ସମସ୍ତଙ୍କର କ୍ରିକେଟକୁ ନେଇ କିଛି ନା କିଛି ସ୍ମୃତି ଏବଂ ଅନୁଭୂତି ରହିଛି । ତେବେ ବର୍ତ୍ତମାନ କ୍ରିକେଟ ଖେଳିବାର ପରିଣାମ…