ପୁଣି ଏକ ବଡ ମସଜିଦ୍ ଉପରେ ଚାଲିବ ବୁଲ୍‌ଡୋଜର, ସୁପ୍ରିମକୋର୍ଟ କହିଲେ ନିର୍ମାଣ ସଂପୂର୍ଣ୍ଣ ଅବୈଧ

ନୂଆଦିଲ୍ଲୀ: ଚେନ୍ନାଇ କୋଏମବଡୁ ସ୍ଥିତ ଏକ ପ୍ରସିଦ୍ଧ ମସଜିଦ୍ ଓ ମଦ୍ରାସା ଉପରେ ବହୁତ ଶୀଘ୍ର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି । ସରକାରୀ ଜମି ଉପରେ ଅବୈଧ କବଜା କରି ଚେନ୍ନାଇରେ ନିର୍ମାଣ ହୋଇଥିବା ଏହି…

(Video) ଏହି ରାଶି ପାଇଁ ବିପଦ ଆଣିବ ମାର୍ଚ୍ଚ ମାସ ! ଜୀବନରେ ଆସିପାରେ ଅନେକ ସମସ୍ୟା

ଓଡ଼ିଶା ଭାସ୍କର: ୨୦୨୪ ବର୍ଷର ୩ୟ ମାସ ମାର୍ଚ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଅନେକ ରାଶିଙ୍କୁ ଦେବାକୁ ଯାଉଛି ଶୁଭଫଳ । ଜ୍ୟୋତିଷବିଦଙ୍କ କହିବା ହିସାବରେ, ମାର୍ଚ ମାସଟି ୫ଟି ରାଶିଙ୍କ…

ବିଧାନସଭା ଗୃହରେ ‘ମେରା ରଙ୍ଗ ଦେ ବସନ୍ତୀ ଚୋଲା’ ଗାଇଲେ ବିରୋଧୀ ବିଧାୟକ, ବାଚସ୍ପତି ନେଲେ ବଡ କାର୍ଯ୍ୟାନୁଷ୍ଠାନ

ସିମଲା: ହିମାଚଳପ୍ରଦେଶ ରାଜନୀତିରେ ବଡ ଧରଣର ହଟଚମଟ ଜାରି ରହିଛି । ଆଜି ବଜେଟ୍ ଅଧିବେଶନ ସମୟରେ ହିମାଚଳପ୍ରଦେଶ ବିଧାନସଭା ବାଚସ୍ପତି ୧୪ ଜଣ ବିଧାୟକଙ୍କୁ ନିଲମ୍ବିତ କରି ଦେଇଛନ୍ତି । ନିଲମ୍ବିତ ହୋଇଥିବା ଏହି…

ଏଣିକି ମାଗଣା ବିଜୁଳି ସାଙ୍ଗକୁ ମିଳିବ Subsidy: ପ୍ରଧାନମନ୍ତ୍ରୀ ଜାରି କଲେ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକମାନଙ୍କୁ ମାଗଣା ବିଜୁଳି ଏବଂ ସବସିଡି ଯୋଗାଇ ଦେବା ପାଇଁ 'ପିଏମ ସୂର୍ଯ୍ୟ ଘର ଯୋଜନା' ଆଣିଛନ୍ତି ସରକାର ।…

ଇଡିର ସମନକୁ ସମ୍ମାନ କରିବା ଉଚିତ, ଜାଣନ୍ତୁ କେଉଁ ମାମଲାରେ ଏପରି ଟିପ୍ପଣୀ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ବଡ ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ପିଏମ୍‌ଏଲ୍‌ଏ ଧାରା ୫୦ ଜରିଆରେ ଯାହାଙ୍କୁ ବି ସମନ କରାଯାଉଛି ସେ…

ଶେଷ ଟେଷ୍ଟ ପୂର୍ବରୁ ଲଣ୍ଡନ୍ ପହଞ୍ଚିଲେ କେ.ଏଲ ରାହୁଲ: ବୁମରାହଙ୍କ କମବ୍ୟାକକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଉପରେ ଏବେ ଭାରତ ଆଧିପତ୍ୟ ହାସଲ କରିସାରିଛି । ତେବେ ମାର୍ଚ୍ଚ ୭ ତାରିଖରୁ ସିରିଜର ଶେଷ ମ୍ୟାଚ ଖେଳିବେ ଉଭୟ ଦଳ । ଭାରତ ଏହି ସିରିଜରେ ୩-୧ରେ ଅଜୟ ଅଗ୍ରଣୀ ପାଇଥିଲେ ମଧ୍ୟ…

ବିରାଟଙ୍କ ପରେ ଏହି ପୂର୍ବତନ ଅଧିନାୟକ ହେଲେ ପିତା: ଘରକୁ ଆସିଲେ କନ୍ୟା ସନ୍ତାନ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ଆଉ ଜଣେ ପୂର୍ବତନ ଅଧିନାୟକ ବାପା ହୋଇଛନ୍ତି । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି କ୍ରିକେଟରଙ୍କ ଜୀବନସାଥୀ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଯୋଗେ ଏ ନେଇ ସୂଚନା ଦେଇଛନ୍ତି…

T-20 ଇତିହାସରେ ବିସ୍ଫୋରକ ଶତକ: ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ ଷ୍ଟାର ବ୍ୟାଟର

ନୂଆଦିଲ୍ଲୀ: କୁହାଯାଏ କ୍ରିକେଟରେ ରେକର୍ଡ ସୃଷ୍ଟି ହୁଏ ଭାଙ୍ଗିବା ପାଇଁ । ଆଉ ଆଜି ତାହା ପୁଣିଥରେ ପ୍ରମାଣ ହୋଇଯାଇଛି । ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଶତକ ଅର୍ଜନ କରି ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି…

Cancer ଚିକିତ୍ସାରେ TATA Institute କୁ ବଡ଼ ସଫଳତା: ୧୦୦ ଟଙ୍କାରେ ମିଳିବ କ୍ୟାନସରର ବଟିକା

ମୁମ୍ବାଇ: ଦେଶର ପ୍ରମୁଖ କ୍ୟାନ୍ସର ଗବେଷଣା ଏବଂ ଚିକିତ୍ସା ପ୍ରଦାନକାରୀ ସଂସ୍ଥା ଟାଟା ଇନଷ୍ଟିଚ୍ୟୁଟ ଏକ ବଡ଼ ସଫଳତା ହାସଲ କରିଛି । ଏକ ଚିକିତ୍ସା ବଳରେ କ୍ୟାନ୍ସରକୁ ଗାଏବ କରିପାରିବ ବୋଲି ସଂସ୍ଥା ପକ୍ଷରୁ ଦାବି…

ଆଜିଠୁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନିଆ ଗସ୍ତରେ ମହାମହିମ

ଭୁବନେଶ୍ୱର: ଦେଶର ରାଷ୍ଟ୍ରପତି ତଥା ଓଡ଼ିଆ ମାଟିର ଗର୍ବ ଗୌରବ ରାଷ୍ଟ୍ରପତି ଆଜି ନିଜ ରାଜ୍ୟ ଅଭିମୁଖେ ଆସୁଛନ୍ତି । ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ୪ ଦିନ…