ଖଣ୍ଡଗିରି ଯାତ୍ରା ମହାସମର; ପ୍ରଶଂସା ସାଉଁଟୁଛି ସ୍ବପ୍ନ ମହଲ ଗଣନାଟ୍ୟର ଯାତ୍ରା ‘କେତେ କାନ୍ଦିବୁରେ ଗୌର ଦାସ’

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଖଚାଖଚ୍ ଭିଡ଼। ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ପରେ ପରେ ଏବେ ଚର୍ଚ୍ଚାରେ ସ୍ବପ୍ନ ମହଲ ଗଣନାଟ୍ୟର ଯାତ୍ରା ‘କେତେ…

BIG BREAKING…ଭୁବନେଶ୍ୱରରେ ପହଞ୍ଚିଲେ ବିଲ୍ ଗେଟ୍‌ସ; ଆସନ୍ତାକାଲି କୃଷି ଭବନ କରିବେ ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ମାଇକ୍ରୋସଫ୍ଟ୍ ସହ ପ୍ରତିଷ୍ଠାତା ବିଲ୍ ଗେଟ୍‌ସ । ଆସନ୍ତାକାଲି କୃଷି ଭବନ କରିବେ ପରିଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଭେଟିପାରନ୍ତି ବିଲ୍ ଗେଟ୍‌ସ । ଓଡ଼ିଶା ଗସ୍ତ ନେଇ ବିଲ୍…

ବିହାର ରାଜନୀତି; ବିଜେପିରେ ମିଶିଲେ କଂଗ୍ରେସର ୨ ଓ ଆରଜେଡିର ଜଣେ ବିଧାୟକ

ପାଟନା: କଂଗ୍ରେସ ବିଧାୟକ ମୁରାରି ପ୍ରସାଦ ଗୌତମ ଓ ସିଦ୍ଧାର୍ଥ ଗୌତମ ଏବଂ ଆରଜେଡି ବିଧାୟକ ସଙ୍ଗୀତା କୁମାରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ସେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ…

୨୦୨୪ ଲୋକସଭା ନିର୍ବାଚନ; ‘#MeraPehlaVoteDeshKeLiye’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଯୁବ ଭୋଟରଙ୍କୁ ମତଦାନ କରିବା ସହ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ଉତ୍ସାହିତ କରିଛନ୍ତି। ସମସ୍ତ ଯୁବ ଭୋଟରଙ୍କୁ ସେମାନଙ୍କଗଣତାନ୍ତ୍ରିକ…

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ଗାୟକ ପଙ୍କଜ ଉଧାସ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଗଜଲ ଗାୟକ ପଙ୍କଜ ଉଧାସ।  ପଙ୍କଜ ଉଧାସ ଆଉ ଆମ ଭିତରେ ନାହାନ୍ତି ସତ ହେଲେ ସବୁବେଳେ ସ୍ମୃତିରେ ରହିବେ । ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ସୋମବାର ତାଙ୍କର ଦେହାନ୍ତ ହୋଇଥିଲା ।…

ପାହାଡ଼ ଖୋଳିବା ବେଳେ ଚାପି ହୋଇଗଲେ ଶ୍ରମିକ; ଘଟଣାସ୍ଥଳରେ ୫ ଶ୍ରମିକଙ୍କ ମୃତ୍ୟୁ

ଦାନ୍ତେଓ୍ଵାଡା: ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାର ବୈଲାଡିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲୁହାପଥରର ପାହାଡ ଉପରେ ଖନନ ବେଳେ ପଥର ଖସି ପଡ଼ିଛି। ପଥର ତଳେ ୫ ଜଣ ଶ୍ରମିକ ଚାପି ହୋଇ ୫ ଶ୍ରମିକଙ୍କ…

ଲୋକସଭା ନିର୍ବାଚନ: ଦିଲ୍ଲୀର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀର ୪ଟି ଆସନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସାହିରାମଙ୍କୁ…

କୁତୁବ ମିନାର ଠାରୁ ଉଚ୍ଚ ଏହି ମୋଗଲଙ୍କ ସମାଧି; ଏହି ସହରରେ ରହିଛି ତାହାର ସୁନ୍ଦର କିର୍ତ୍ତିରାଜି

ନୂଆଦିଲ୍ଲୀ: ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ଦେଶର/ବିଶ୍ୱର ଅନ୍ୟତମ ସ୍ମାରକୀ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବାକୁ ଆସନ୍ତି। ଏହି ଟାୱାର ୧୧୯୯ରୁ ୧୨୨୦ ମଧ୍ୟରେ ନିର୍ମିତ ହୋଇଥିଲା। ଏହାର ନିର୍ମାଣ…

ନୂଆ ରୂପରେ ପରଦାକୁ ଆସିବ ‘ରାମାୟଣ’: ‘ରାମ’ଙ୍କ ସନ୍ଧାନରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର

ଓଡ଼ିଶା ଭାସ୍କର: ରାମାନନ୍ଦ ସାଗରଙ୍କ ରଚିତ 'ରାମାୟଣ' ଖୁବ ଲୋକପ୍ରିୟ ହୋଇ ପାରିଛି । ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏହି ରାମାୟଣର ପ୍ରତିଟି ଚରିତ୍ର । ଅରୁଣ ଗୋଭିଲ(ରାମ), ଦୀପିକା…

ବଡ଼ ଖବର! IPL-2024ରେ ବି ଖେଳି ନ ପାରନ୍ତି ବିରାଟ: RCBକୁ ଲାଗିବ ଶକ୍ତ ଝଟକା

ରାଞ୍ଚି: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ବର୍ତ୍ତମାନ ସବୁଠୁ ବଡ଼ ଖବର ଜାଣିବାକୁ ମିଳିଛି ଯେ, ରୋୟଲ…