Big Breaking ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ: ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ମୁମ୍ବାଇ: ବଲିଉଡ ସିନେମାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ଚିକିତ୍ସିତ ଅବସ୍ଥାରେ ରହିଥିଲେ ପଙ୍କଜ । ୭୨ ବର୍ଷ ବୟସରେ ଆଜି ପ୍ରାଣତ୍ୟାଗ କରିଛନ୍ତି ବିଶିଷ୍ଟ…

୩୦ ହଜାର ପାଲେଷ୍ଟାଇନ୍ ସହିଦ, ୧୪ ଲକ୍ଷ ଲୋକ ବାସହୀନ ହୋଇଛନ୍ତି: ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ପାଲେଷ୍ଟାଇନ୍ ପ୍ରସଙ୍ଗରେ ସମବେଦନା ପ୍ରକାଶ କରିଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରାଣ ହରାଇଥିବା ପାଲେଷ୍ଟାଇନ…

୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେଲା ସତ, ଜାଣନ୍ତୁ କ’ଣ ଥିଲା ସେହି ଭବିଷ୍ୟବାଣୀ

ନୂଆଦିଲ୍ଲୀ:ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବହୁ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି । ଭାରତରେ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବ୍ରିଟେନରେ ବ୍ରେକଜିଟ୍‌କୁ ନେଇ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ…

ବଡ଼ ଖବର; ମାଟ୍ରିକ ପିଲାଙ୍କ ଗଣିତ ପେପର୍ ଲିକ୍! ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରଶ୍ନପତ୍ର …

କେନ୍ଦୁଝର: ମାଟ୍ରିକ ପିଲାଙ୍କ ପରୀକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗଣିତ ପ୍ରଶ୍ନପତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ…

ବରମୁଣ୍ଡା ଆମ୍ବେଦକର ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟପୋଷ୍ଟ, ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ଏକ ପୋଲିସ୍ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି । ଏଥିରେ ୮୯ ଜଣ…

ଫେସବୁକ୍‌ରେ କୌଣସି ସେଲିବ୍ରିଟି, ସଂପର୍କୀୟ କିି ଖାସ୍ ବ୍ୟକ୍ତିଙ୍କୁ ଫଲୋ କରନ୍ତିନି ଅମିତାଭ, ତେବେ କାହାକୁ ଫଲୋ କରନ୍ତି?

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଗତ ୫ ଦଶକରୁ ବଲିଉଡ୍‌ରେ ସକ୍ରିୟ ରହିଛନ୍ତି । ଫିଲ୍ମ ସହିତ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ୍ ରହିଥାନ୍ତି । ବିଭିନ୍ନ ସୋସିଆଲ ନେଟୱାର୍କିଂ ସାଇଟ୍‌ରେ ତାଙ୍କର…

ଖାଦ୍ୟପେୟରେ କମ୍ ଖର୍ଚ୍ଚ କରୁଛନ୍ତି ଭାରତୀୟ, ସରକାର କହିଲେ ଭାରତୀୟ କେଉଁଥିରେ ଅଧିକ ପଇସା ଉଡାନ୍ତି

ନୂଆଦିଲ୍ଲୀ: ଭାରତୀୟଙ୍କ ଖର୍ଚ୍ଚକୁ ନେଇ ଏକ ସରକାରୀ ସର୍ଭେରେ ବଡ ଖୁଲାସା ହୋଇଛି । ଏଥିରେ କୁହାଯାଇଛି କି ଭାରତୀୟଙ୍କ ମୋଟ ଘରୋଇ ଖର୍ଚ୍ଚ କ୍ଷେତ୍ରରେ ଗତ ୧୦ ବର୍ଷ ମଧ୍ୟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସର୍ଭେ…

‘ଭାରତ ଟେକ୍ସ’ ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଟେକ୍ନୋଲଜି ସହିତ ସଂସ୍କୃତିକୁ ଯୋଡୁଛି ଏହାର ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଫେବୃୟାରୀ ୨୬ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ‘ଭାରତ ଟେକ୍ସ’ର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ବସ୍ତ୍ର କ୍ଷେତ୍ରରେ ଜଡିତ…

୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟସ୍‌, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ କୃଷି ଭବନ ପରିଦର୍ଶନ କରିବେ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ବିଲ୍ ଗେଟସ୍ । ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହାସହିତ କୃଷି ଭବନ ପରିଦର୍ଶନ କରିବେ ବିଲ୍ ଗେଟସ୍ । ଏ ନେଇ ବିଲ୍ ଗେଟସ୍…

‘WTO Quit Day’ ପାଳିବ କୃଷକ ମୋର୍ଚ୍ଚା: ଆସନ୍ତାକାଲି ନେସନାଲ-ଷ୍ଟେଟ୍ ହାଇୱେରେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: MSPକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ମୋର୍ଚ୍ଚା । ପଞ୍ଜାବ-ହରିୟାଣା ସୀମାରେଖାରେ ଆନ୍ଦୋଳନ ଜାରି ରଖିଛନ୍ତି ହଜାର ହଜାର କୃଷକ । ଏହାମଧ୍ୟରେ ଆସନ୍ତାକାଲି(ଫେବୃଆରୀ ୨୬ ତାରିଖରେ) ‘'WTO Quit Day'’…