“ମୁଁ ହାତ ମାରିଦେଲେ ରୋଗ ଭଲ ହେଇଯିବ, ମୋ ସହ କଥା ହେଲେ ବି ରୋଗ ଭଲ ହେଇଯିବ”; ବାବା ଆର୍ତତ୍ରାଣ

ଭୁବନେଶ୍ବର: ରାଜଧାନୀରେ ଜମିଲାଣି ଖଣ୍ଡଗିରି ମେଳା । ସନ୍ଧ୍ୟାରେ ଜମୁଛି ଭିଡ। ମାଘ ମେଳାରେ ରାଜ୍ୟ ସମେତ ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ନିଜ ନିଜର ପରାକାଷ୍ଠା ଦେଖାଉଛନ୍ତି। ବିଭିନ୍ନ ମୁଦ୍ରା​ରେ…

MILAN 24 ରେ ୫୦ ଦେଶର ନୌସେନା ହେବେ ସାମିଲ, ଆଇଏନଏସ୍ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତ ପ୍ରଥମଥର ଏକ ସଙ୍ଗେ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ: ଭାରତୀୟ ନୌସେନା ୧୯ରୁ ୨୭ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ବିଶାଖାପାଟନମ୍‌ରେ ମିଳନ ୨୪(MILAN 24 ) ନୌସୈନିକ ଅଭ୍ୟାସ କରୁଛନ୍ତି । ଏଥିରେ ୫୦ ଦେଶର ନୌସେନା ସାମିଲ ହେବାର ସମ୍ଭାବନା ରହିଛି । ପ୍ରଥମଥର…

ଏକାଠି ହେଲେ ସୂର୍ଯ୍ୟ-ଶନି; ଆଗାମୀ ୨୫ ଦିନ ସାବଧାନ ରୁହନ୍ତୁ ଏହି ରାଶିର ଲୋକ, ଆସୁଛି ଭୟଙ୍କର ପରିସ୍ଥିତି

ଓଡ଼ିଶା ଭାସ୍କର: ୩୦ ବର୍ଷ ପରେ ସୂର୍ଯ୍ୟ ଓ ଶନି ଅର୍ଥାତ୍ ବାପା-ପୁଅ କୁମ୍ଭ ରାଶିରେ ଏକାଠି ବସିଛନ୍ତି। କୁମ୍ଭ ରାଶିକୁ ଶନିଦେବଙ୍କ ମୂଳତ୍ରିକୋଣ ରାଶି ବୋଲି ବିବେଚନା କରାଯାଏ। ଶନି ନିଜ ଘର ବା ସ୍ୱ ରାଶିରେ…

ପରସ୍ପରର ପ୍ରେମରେ ପାଗଳ ଦୁଇ ସ୍ନାତକ ଛାତ୍ରୀ ପହଞ୍ଚିଲେ କୋର୍ଟ, ମିଳିଲା ଏପରି ରାୟ

ନୂଆଦିଲ୍ଲୀ: ହରିୟାଣା କରନାଲରେ ପ୍ରଥମଥର ଏକ ସମଲିଙ୍ଗୀ ଯୋଡିକୁ କୋର୍ଟ ପକ୍ଷରୁ ଲିଭ୍ ଇନ୍ ରିଲେସନସିପ୍‌ରେ ସୁରକ୍ଷା ଦିଆଯାଇଛି । ଏହି ଦୁଇଜଣ ହେଉଛନ୍ତି ଯୁବତୀ । ଯୁବତୀଙ୍କ ଏପରି ପଦକ୍ଷେପକୁ ନେଇ ସେମାନଙ୍କ ପରିବାର…

INDvsENG; ଫିଟ୍ ହେଲେ କେଏଲ୍ ରାହୁଲ, ଚତୁର୍ଥ ଟେଷ୍ଟରେ ଫେରିବା ନେଇ ବଢିଲା ଆଶା

ନୂଆଦିଲ୍ଲୀ: ଆହତ ଅବସ୍ଥାରୁ ସୁସ୍ଥ ହୋଇଥିବା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଆସନ୍ତା ଫେବ୍ରୁଆରି ୨୩ତାରିଖରୁ ରାଞ୍ଚିରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ ଖେଳିବାକୁ ଫେରିବେ ବୋଲି ଆଶା କରାଯାଉଛି।…

ଧନକୁ ଆକର୍ଷିତ କରିଥାଏ ଲାଲ କିତାବର ଏହି ସରଳ ଉପାୟ, ଜାଣିନିଅନ୍ତୁ କ’ଣ ସେହି ୧୦ଟି ଉପାୟ

ଓଡ଼ିଶା ଭାସ୍କର: ଲାଲ କିତାବକୁ ଭାରତୀୟ ଜ୍ୟୋତିଷ ଗ୍ରନ୍ଥ କୁହାଯାଏ । ଏହି ଲାଲ କିତାବରେ କିଛି ସହଜ ଓ ସରଳ ଉପାୟ ବିଷୟରେ କୁହାଯାଇଛି । କୁହାଯାଇଛି କି ଲାଲ କିତାବର ଏହି ଉପାୟ ବଳରେ ଆପଣ ଧନକୁ ଆକର୍ଷିତ କରିପାରିବେ ।…

ଆମେଥିରୁ ଲଢ଼ିବେ କି ନାହିଁ ରାହୁଲ ଗାନ୍ଧୀ ? ଏହି ପ୍ରଶ୍ନର ଉତ୍ତର ରଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହ ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛନ୍ତି। ଏହି ଆସନକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ବିବେଚନା କରାଯାଉଥିଲା। ତେବେ ୨୦୧୯ ଲୋକସଭା…

ବଡ ବିପଦର ସଂକେତ ହୋଇଥାଏ ଏହି ଗ୍ରୀନ୍ ଡଟ୍‌, କ’ଣ ଆପଣଙ୍କ ଫୋନ୍‌ରେ ବି ନଜର ଆସୁଛି କି ଏହି ଲାଇଟ୍‌

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କେବଳ କଲ୍ ଓ ମେସେଜ୍ ପର୍ଯ୍ୟନ୍ତ ସୀମିତ ରହି ନ ଥାଏ । ଏବେ ଏକ ଫୋନ୍‌ରେ ଜରୁରୀ ଫଟୋ, ଭିଡିଓ, ମେସେଜ୍ ଓ ବ୍ୟାଙ୍କିଂ ଆପ୍ ରହିଥାଏ । ତେଣୁ ଫୋନ୍ ହ୍ୟାକ୍ ହେଲେ ଆପଣ ବଡ ବିପଦରେ ପଡିପାରନ୍ତି…

ଆରପାରିରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ… ସୁପରଷ୍ଟାରଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ଭାଇରାଲ

ଓଡ଼ିଶା ଭାସ୍କର: ବଲିଉଡ ସିନେମାର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ମିଥୁନଙ୍କର…

ଆମକୁ ଛୁଟି ବହୁତ ମିଳିଥାଏ..? CJI ଚନ୍ଦ୍ରଚୂଡ କହିଲେ ଆମକୁ ତ ଗୋଟିଏ ଦିନ ବି ଆରାମ ନାହିଁ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି (CJI) ଡି.ୱାଇ ଚନ୍ଦ୍ରଚୂଡ ବିଚାରପତିଙ୍କ ଛୁଟୀକୁ ନେଇ କହିଛନ୍ତି କି ଆମକୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡିଥାଏ ଓ ବହୁ କଷ୍ଟରେ ଆରାମ କରିବାକୁ ସମୟ ମିଳିଥାଏ ।…