ଇସଲାମିକ ଧର୍ମପ୍ରଚାରକ ମୁଫତି ସଲମାନ ଆଝାରିଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଜୁନାଗଡ଼: ଜୁନାଗଡ଼ରେ ଘୃଣ୍ୟ ଭାଷଣ ଦେବା ଅଭିଯୋଗରେ ଗୁଜରାଟ ପୁଲିସ ରବିବାର ମୁମ୍ବାଇରୁ ଇସଲାମିକ ପ୍ରଚାରକ ମୁଫ୍ତି ସଲମାନ ଆଝାରିଙ୍କୁ ଗିରଫ କରିଛି। ମୁଫତି ସଲମାନ ଆଝାରୀଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ବହୁ…

ବିବାଦ ଯୋଗୁ ଭୋଗମଣ୍ଡପ ଘରେ ତାଲା ମାରି ପଳାଇଲେ ସିଂହାରି; ବିନା ପହୁଡ଼ରେ ଆରମ୍ଭ ହେଲା ନୀତି

ପୁରୀ: ମହାପ୍ରଭୁଙ୍କ ନୀତି ବିଳମ୍ବ। ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହାପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି ହୋଇଛି । ଗତକାଲି ସିଂହାରି-ସୁପକାର ସେବକ ବିବାଦ…

କୋରାପୁଟ; ବିଷାକ୍ତ ଖାଦ୍ୟଖାଇ ୫୦ ଛାତ୍ରୀ ଅସୁସ୍ଥ, ୧୦ ଗୁରୁତର

କୋରାପୁଟ: କୋରାପୁଟ ଲମତାପୁଟରେ ଅଘଟଣ । ବିଷାକ୍ତ ଖାଦ୍ୟଖାଇ ଅସୁସ୍ଥ ହୋଇଛନ୍ତି ୫୦ ଜଣ ଛାତ୍ରୀ । ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ସମସ୍ତ ଗୁରୁତର ଲମତାପୁଟ ଗୋଷ୍ଠୀସ୍ୱାସ୍ଥ୍ୟ…

ଆଜି ୩୪ତମ ଜନ୍ମଦିନ ପାଳୁଛନ୍ତି ଭୁବନେଶ୍ୱର କୁମାର; ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଆଗରୁ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ଟିମ୍ ଇଣ୍ଡିଆ ପାଇଁ ତାଙ୍କର ମ୍ୟାଚ୍ ବିଜୟୀର ଦୃଶ୍ୟ ସାରା ବିଶ୍ୱ…

BREAKING…ଚିଲିରେ ଭୟାବହ ଅଗ୍ନିକାଣ୍ଡ; ୯୯ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚିଲିର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଯାଇଛି। ଅନେକ ଘର ଜଳି ଯାଇଛି। ଏହି ଭୟାନକ ପରିସ୍ଥିତି ଯୋଗୁଁ ଚିଲିରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।…

ୟୁସିସି କ’ଣ, କାହିଁକି ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡ୍‌ର ଡ୍ରାଫ୍ଟରୁ ବାଦ୍ ପଡ଼ିଲେ ଆଦିବାସୀ ସମ୍ପ୍ରଦାୟ?

ନୂଆଦିଲ୍ଲୀ: ଜାଣନ୍ତୁ କ'ଣ ଏହି ୟୁନିଫର୍ମ ସିଭିଲ କୋଡ୍?- ୟୁନିଫର୍ମ ସିଭିଲ କୋଡ୍ ହେଉଛି ନାଗରିକମାନଙ୍କର ବ୍ୟକ୍ତିଗତ ଆଇନ ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ପାଇଁ ଭାରତରେ ଏକ ପ୍ରସ୍ତାବ ଯାହା ସମସ୍ତ ନାଗରିକଙ୍କ…

ଆଜିଠୁ ୧୩ ଯାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ବର: ଆଜିଠୁ ୧୩ ଯାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖିବେ ନୂଆ ରାଜ୍ୟପାଳ ରଘୁବର ଦାସ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ। ୮ ତାରିଖରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ସାଧାରଣ…

ନକ୍ସଲଙ୍କ ବିରୁଦ୍ଧରେ ଲଢେଇରେ ସିଆରପିଏଫ୍ ଯବାନଙ୍କ ଖାସ୍ ଦୋସ୍ତ ପାଲଟିଛି ଏକ ଛେଳି, ଜାଣନ୍ତୁ ନାମକରଣର ରହସ୍ୟ

ରାୟପୁର: ଛତିଶଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବାଟାଲିୟନ ୧୫୦ ମାଓବାଦୀଙ୍କ ସାମ୍ନା କରୁଛନ୍ତି । ସୁକମା ଜିଲ୍ଲାରେ ମାଓବାଦୀଙ୍କ ବିରୁଦ୍ଧରେ ଜାରି ରହିଥିବା ଏହି ଲଢେଇରେ ଯବାନମାନଙ୍କୁ ଚାପମୁକ୍ତ କରିବାରେ…

ନିଜ ଟଙ୍କା ପଇସାର ସୁରକ୍ଷା ପାଇଁ ପେଟିଏମ୍ ଛାଡି ଅନ୍ୟ ପ୍ଲାଟଫର୍ମ ଆପଣାଅ, କେଟ୍ ଦେଲା ପରାମର୍ଶ

ନୂଆଦିଲ୍ଲୀ: କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍‌) ବ୍ୟବସାୟୀଙ୍କୁ ନିଜ କାରବାର ସମ୍ବନ୍ଧିତ ଦେଣନେଣ ପେଟିଏମ୍ ପରିବର୍ତ୍ତେ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ପେଟିଏମ୍ ୱାଲେଟ୍ ଓ…

‘ତୁମେ ଆମ ସହ ମିଶିଲେ ଆମେ ତୁମକୁ ଛାଡିଦେବୁ’; ବିଜେପି ବିରୁଦ୍ଧରେ କେଜ୍ରିୱାଲ ଆଣିଲେ ବଡ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପି ବିରୁଦ୍ଧରେ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ତାଙ୍କୁ ବିଜେପିରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ଆପ୍ ବିଧାୟକଙ୍କୁ କିଣିବା ନେଇ…