(Video) ଓଡ଼ିଶାକୁ ମିଳିଲା ୭୦ ହଜାର କୋଟି ଟଙ୍କାର ଉପହାର… ସାରା ରାଜ୍ୟରେ ମୋଦୀ ଲହର

ସମ୍ବଲପୁର: ଦୀର୍ଘ ଦିନ ପରେ ଓଡ଼ିଶା-ସମ୍ବଲପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ପହଞ୍ଚି ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ପ୍ରାଣ ହରାଇ ପାରନ୍ତି ମାର୍କ ଜୁକରବର୍ଗ! ଏମିତି କାହିଁକି କହିଲା ପ୍ୟାରେଣ୍ଟସ କମ୍ପାନୀ Meta?

ନୂଆଦିଲ୍ଲୀ: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ ମୃତ୍ୟୁକୁ ନେଇ ଏକ ପୋଷ୍ଟ ଆଲୋଚନାର ବିଷୟ ପାଲଟିଛି । ଜୁକରବର୍ଗଙ୍କ ବିଭିନ୍ନ…

ହ୍ୱାଟସଆପ୍ ବନ୍ଦ କଲା ୬୯ ଲକ୍ଷ ଆକାଉଣ୍ଟ, ଆପଣ ବି ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ଆପଣଙ୍କ ଲାଗି ଆସିଲା ବଡ ଜରୁରୀ ଖବର । ହ୍ୱାଟସଆପ୍ ପକ୍ଷରୁ ଏଥର ଏକ ବଡ ପଦକ୍ଷେପ ନିଆଯାଇଛି । ମେଟାର ମାଲିକାନା ବିଶିଷ୍ଟ ଏହି କମ୍ପାନୀ ପ୍ରାୟ ୬୯ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଦେଇଛି । ଏ ବିଷୟରେ…

ନୀତୀଶ ସରକାରଙ୍କ ବିଭାଗ ବଣ୍ଟନ; ମୁଖ୍ୟମନ୍ତ୍ରୀ ରଖିଲେ ଗୃହ ବିଭାଗ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅର୍ଥ ବିଭାଗ

ପାଟନା: ଜାନୁଆରୀ ୨୮ରେ ଶପଥ ନେଇଥିବା ବିହାରର ନୀତୀଶ କୁମାର ସରକାରରେ ମନ୍ତ୍ରୀପଦବି ଶପଥ ଗ୍ରହଣ କରିବାର ୬ ଦିନ ପରେ ଶନିବାର ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବ ଭଳି ପ୍ରଶାସନ, ଗୃହ ଓ…

(Video) ବର ନ ଖୋଜି ଚାଲିଛି ରୋଷେୟା ଖୋଜା; ମିଳୁ ନାହାଁନ୍ତି ରୋଷେୟା, କନ୍ୟାଘର ମୁଣ୍ଡରେ ଚିନ୍ତା…

ଭୁବନେଶ୍ୱର: ଏହି ବାହାଘର ସିଜିନରେ ସବୁ ତ ମିଳୁଛି ହେଲେ ଯିଏ ମୁଖ୍ୟ ତାଙ୍କୁ ଖୋଜି ଖୋଜି ଲୋକେ ନୟାନ୍ତ ହେଲେଣି ହେଲେ ମିଳୁ ନାହାଁନ୍ତି ରୋଷେୟା । ବର ନଖୋଜି ଚାଲିଛି ରୋଷେୟା ଖୋଜା , ମିଳୁ ନାହାଁନ୍ତି ରୋଷେୟା…

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, IIM ସ୍ଥାୟୀ କ୍ୟାମ୍ପସର କଲେ ଲୋକାର୍ପଣ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସେଠାରେ IIMର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ…

(Video)ଭାରତ ରତ୍ନ ଘୋଷଣା ପରେ କିପରି ଥିଲା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକ୍ରିୟା, ସାମ୍ନାକୁ ଆସିଲା ପ୍ରଥମ ଝଲକ

ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନୀତ କରାଯିବ । କେନ୍ଦ୍ରର ମୋଦୀ ସରକାର ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…

ବିଜେପି ବିଧାୟକଙ୍କ ଗୁଳିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହାସନଗରର ଏକ ପୋଲିସ ଷ୍ଟେସନରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କ ବିରୋଧରେ।…

Big Breaking: ଓଲଟିଲା ବସ୍‌, ୮ ଗୁରୁତର

ଭୁୁବନେଶ୍ୱର: ବାଲୁଗାଁରେ ପୁଣି ଏକ ବଡ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଠାରେ ବସ୍ ଓଲଟି ୮ ଜଣ ଗୁରୁତର ହୋଇଛନ୍ତି । ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ଏହି ଦୁର୍ଘଟଣା ଘଟିଛି । ପଛରୁ ଏକ ଟ୍ରକ ଧକ୍କା…

ରାମଲାଲାଙ୍କ ଶୋଇବା ଲାଗି କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା, ଆମେରିକା ପଠାଇଲା ସୁନାରେ ତିଆରି ଏହିସବୁ ଦାମୀ ଉପହାର

ଭୋପାଳ: ରାମଲାଲାଙ୍କ ମନ୍ଦିର ନିର୍ମାଣ ହେବା ପରଠାରୁ ଦେଶ ବିଦେଶରୁ ବିଭିନ୍ନ ପ୍ରକାର ଦାନର ସୁଅ ଛୁଟିବାରେ ଲାଗିଛି । ସେହିପରି ପ୍ରଭୁ ଶ୍ରୀରାମଙ୍କ ଶୋଇବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି । ମଧ୍ୟପ୍ରଦେଶ ଭୋପାଳରୁ…