(Video) ସତ ହେଲା ପିଲା ଦିନର ଗୀତ “ବାଃ ବାଃ ବାଃ କେମିତି ମଜା, ଭାଲୁ ନାଚ କରେ ବଜାଇ ବାଜା”….
ଓଡ଼ିଶା ଭାସ୍କର: ପଶୁମାନଙ୍କ ମଧ୍ୟରେ ସବୁଠୁ ଚତୁର ହେଉଛି ଭାଲୁ । ବୈଜ୍ଞାନିକମାନେ ଭାଲୁର ବୁଦ୍ଧିକୁ ଆଠ ବର୍ଷର ମଣିଷ ପିଲା ସହ ତୁଳନା କରନ୍ତି । ମନେ ପଡ଼େ ପିଲା ଦିନର ଗୀତ "ବାଃ ବାଃ ବାଃ କେମିତି ମଜା, ଭାଲୁ ନାଚ…