କରୋନା ପାଇଁ ଫେରିଲା ମାସ୍କ, ପୁଣି ଫେରିବ କି LockDown ? Covid-19 କୁ ନେଇ ବଢୁଛି ଭୟ ଓ ଆଶଙ୍କା…

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ରୂପ ନେଉଛି କରୋନା ମହାମାରୀ । ଦିନକୁ ଦିନ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି…

ରେଳଷ୍ଟେସନରେ ଖଞ୍ଜା ଯାଇଥିଲା ଟାଇମ ବମ୍‌, ଆତଙ୍କବାଦୀ ରଚିଥିଲେ ବଡ ଷଡଯନ୍ତ୍ର

ନୂଆଦିଲ୍ଲୀ:ପାକିସ୍ତାନର କରାଚୀ କାଣ୍ଟ ରେଳ ଷ୍ଟେସନରେ ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦିଆଯାଇଛି । କରାଚୀ ପୋଲିସର ସୂଚନା ଅନୁସାରେ କାଣ୍ଟ ରେଳ ଷ୍ଟେସନରେ ଟାଇମ୍ ବମ୍ ଫିଟ୍ କରିଦିଆଯାଇଥିଲା । କିନ୍ତୁ…

ଲକ୍ଷ୍ୟର ଖୁବ ନିକଟରେ ଭାରତର ‘ସୋଲାର ମିଶନ୍’: Aditya-L1 ଉପରେ ଇସ୍ରୋର ବଡ଼ ସୂଚନା

ନୂଆଦିଲ୍ଲୀ: ଭାରତର ପ୍ରଥମ ସୋଲାର ମିଶନ୍ ‘ଆଦିତ୍ୟ ଏଲ-୧’ ବର୍ତ୍ତମାନ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଭାରତର ହି ମିଶନ୍ ସୂର୍ଯ୍ୟପୃଷ୍ଠରେ ପାଦ ଥାପିବ ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ଇସ୍ରୋର…

(Video) ନୂଆବର୍ଷ ପୂର୍ବରୁ ବିୟର ପିିଇବା ସହ ସିଗାରେଟ୍ ଟାଣିଲା କଙ୍କଡ଼ା; ଭିଡିଓ ଭାଇରାଲ

ଓଡ଼ିଶା ଭାସ୍କର: ଧୂମପାନ ହେଉ କି ମଦ୍ୟପାନ ଏସବୁ ମଣିଷ ମାନେ କରଥାନ୍ତି । ହେଲେବି ଏସବୁକୁ ସର୍ତ୍ତମୂଳକ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଏ, ତାହା ଏକା ହେଉ ଗୋଷ୍ଠୀ ସହିତ କରାଯାଉ। ଧୂମପାନ ଓ ମଦ୍ୟପାନ ମଣିଷ…

IND vs SA ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଋତୁରାଜ ଗାଏକ୍ୱାଡ: ଏହି ଖେଳାଳିଙ୍କୁ ସୁଯୋଗ ଦେଲା BCCI

ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ସିରିଜ ଉପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବା ପରେ ଟେଷ୍ଟ ସିରିଜ ଉପରେ ରହିଛି ଭାରତର ନଜର । ତେବେ ଏହାପୂର୍ବରୁ ଟିମ ଇଣ୍ଡିଆକୁ ଏକା ସାଙ୍ଗରେ ଟ୍ରିପଲ ଝଟକା ଲାଗିଛି । ଷ୍ଟାର ବ୍ୟାଟର…

ହାତରେ ଚାର୍ଜ ହେବ ସ୍ମାର୍ଟଫୋନ୍‌, ବିଜୁଳି କି ପାୱାର ବ୍ୟାଙ୍କର ପଡିବନି ଆବଶ୍ୟକତା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆମ ଲାଇଫଷ୍ଟାଇଲରେ ଏକ ଜରୁରୀ ଅଂଶ ପାଲଟିଯାଇଛି । ସାଙ୍ଗ ସାଥି ପରିବାର ଲୋକଙ୍କ ସହ ସଂପର୍କରେ ରହିବା ଠାରୁ କିଣାବିକା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ମୋବାଇଲର ଆବଶ୍ୟକ ପଡିଥାଏ । କିନ୍ତୁ…

ଉପରାଷ୍ଟ୍ରପତିଙ୍କ ନକଲ ପ୍ରସଙ୍ଗ; ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ଏପରି କହିଲେ ଯୋଗୀ 

ମୁରାଦାବାଦ: କୃଷକ ଦିବସ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ମୁରାଦାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପ୍ରତିମୂର୍ତ୍ତିଉନ୍ମୋଚନ କରିଛନ୍ତି। ଏହି ସମୟରେ ଏକ…

ଆଘାତ କାରଣରୁ IPL ୨୦୨୪ରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ସୂତ୍ର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌(IPL)ର ଆଗାମୀ ଅଧ୍ୟାୟରେ ଭାଗ ନେଇ ନ ପାରନ୍ତି । ଗୋଇଠିରେ ଆଘାତ କାରଣରୁ ସେ ଆଗାମୀ ଆଇପିଏଲ୍ ମ୍ୟାଚ୍‌ରୁ ବାଦ୍ ପଡିପାରନ୍ତି । ହାର୍ଦ୍ଦିକ…

ଆଉ ଫୁଲ ପ୍ରତି ଆକର୍ଷିତ ହେଉନି ଭଅଁର, ପ୍ରକୃତିର ନିୟମ ବିରୁଦ୍ଧରେ କାହିଁକି ଏପରି ଘଟୁଛି ?

ନୂଆଦିଲ୍ଲୀ: କୁହାଯାଏ ଫୁଲ ଫୁଟିବାରେ ଭଅଁରର ବଡ ଭୂମିକା ରହିଛି । ଏଠାରେ ଭଅଁର ସେହି ପୋକକୁ ବୁଝାଇଥାଏ ଯାହା ଫୁଲର ପରାଗୀକରଣ ପ୍ରକ୍ରିୟାରେ ପ୍ରମୁଖ ଯୋଗଦାନ କରିଥାଏ ଓ ଫୁଲ ଫୁଟିବାର ଅର୍ଥ ଫୁଲର ପ୍ରଜନନ ସହ ଜଡିତ ।…

ଇସ୍ରୋ କରିବାକୁ ଯାଉଛି ଆଉ ଏକ କମାଲ, ପ୍ରତିଷ୍ଠା ହେବ ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର

ଅହମ୍ମଦାବାଦ: ଆଗାମୀ କିଛି ବର୍ଷ ମଧ୍ୟରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ମହାକାଶରେ ରାଜ କରିବ । ଇସ୍ରୋ ୨୦୨୮ ସୁଦ୍ଧା ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସଏସ) ମଡ୍ୟୁଲ ଲଞ୍ଚ କରିବାକୁ ଯୋଜନା…