ସଂସଦର ସୁରକ୍ଷା ଭେଦ ଘଟଣା ପରେ ବଡ ପରିବର୍ତ୍ତନ, ସଂସଦ ସମ୍ଭାଳିବେ CISF

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭେଦ ଘଟଣା ପରେ ସରକାର ଏବେ ପୁରା ପରିସରର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ବା CISF ହାତରେ ସମର୍ପିବାକୁ ନିଷ୍ପତ୍ତି ନେଇଛନ୍ତି । ସୂତ୍ର ଅନୁସାରେ କେନ୍ଦ୍ର ଗୃହ…

ସୈନିକଙ୍କ ଆଖିରୁ ବହୁଛି ରକ୍ତର ଲୁହ, ଆଗକୁ ଆଉ ଲଢିପାରିବେନି ଯୁଦ୍ଧ

ନୂଆଦିଲ୍ଲୀ: ଫେବୃୟାରୀ ୨୦୨୨ରୁ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ବି ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ରୁଷର ଜୋରଦାର ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍ ମଧ୍ୟ ରୁଷର…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା, ଚାଲିବାର ଆବଶ୍ୟକତା ପଡିବନି

ନୂଆଦିଲ୍ଲୀ:ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁୟାରୀ ୨୦୨୪ରେ ଅନୁଷ୍ଠିତ ହେବ । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସଜା ଶୁଣାଇଛନ୍ତି । କେବଳ ଏତିକି ନୁହେଁ କୋର୍ଟ ପୋନମୁଡିଙ୍କ ସହିତ ତାଙ୍କ…

ଦରକାର ନାହିଁ ୫-୧୦ ହଜାର ବାଲାନ୍ସ ରଖିବା: ଖାଲି ଥିଲେ କଟିବନି Bank Account କି ଲାଗିବନି ପେନାଲ୍ଟି

ନୂଆଦିଲ୍ଲୀ: ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟରେ ଅତି କମରେ ୫ ହଜାରରୁ ୧୦ ହଜାର ଟଙ୍କା ରଖିବାକୁ ପଡ଼ିଥାଏ । ତେବେ କିଛି ବ୍ୟାଙ୍କରେ ଏହି ଲିମିଟ ୨୫ ହଜାର ପର୍ଯ୍ୟନ୍ତ ମଧ୍ୟ ରହିଥାଏ । କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ଅଫ…

ଆଗକୁ Porn ଭିଡ଼ିଓ ଦେଖିବା ହେବ କଷ୍ଟକର; ଏକ୍ସଭିଡିଓ, ପର୍ଣ୍ଣହବ୍ ଏବଂ ଷ୍ଟ୍ରିପ୍ ଚାଟ୍ ପାଇଁ ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ: ସାରା ବିଶ୍ୱର ତିନୋଟି ଲୋକପ୍ରିୟ ଅଶ୍ଳୀଳ ୱେବସାଇଟ୍ ଉପରେ ଲାଗିବାକୁ ଯାଉଛି କଠୋର ନିୟମ। ଉପଭୋକ୍ତାଙ୍କ ବୟସ ଯାଞ୍ଚ ପ୍ରକ୍ରିୟାକୁ ସୁଦୃଢ଼ କରାଯିବ। ପର୍ଣ୍ଣହବ୍, ଏକ୍ସଭିଡିଓ ଏବଂ ଷ୍ଟ୍ରିପ୍ ଚାଟ୍ ପାଇଁ…

ସ୍କୁଲରେ ୩୧ ପ୍ରତିଶତ ବଢିଛି ଛାତ୍ରୀଙ୍କ ସଂଖ୍ୟା: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ମୋଦୀଙ୍କ ଉପଲବ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧି ଉପରେ ଏକ ଟିପ୍ପଣୀ ଦେଇଛନ୍ତି । ରାଜ୍ୟସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରରେ ମୋଦୀ ସରକାର ୨୦୧୪-୧୫ ମଧ୍ୟରେ…

ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ବିପଦରେ ଦେଶର ଭବିଷ୍ୟତ; ଅକାରଣରେ ରୋଗରେ ପଡ଼ୁଛନ୍ତି କୁନି କୁନି ପିଲା

ଭୁବନେଶ୍ୱର: ରାଜଧାନୀରରେ ରହୁଥିବା ଜଣେ ଡାକ୍ତର ରବିବାର ଦିନ ନିଜର ୪ ବର୍ଷର ଝିଅ ସହ ବୁଲିବାକୁ ଆଇ.ଜି. ପାର୍କକୁ ଆସିଥିଲେ। ବୁଲିବା ସମୟରେ ହଠାତ୍ ତାଙ୍କ ଝିଅ ସାଇନା ଚିପ୍ସ ଓ ଚକୋଲେଟ୍ କିଣିବାକୁ ଆସିଥିଲେ। ଏହାକୁ…

CSKରେ ସାମିଲ ହେବେ ହିଟମ୍ୟାନ୍ ରୋହିତ? ଚେନ୍ନାଇ ଟିମ୍ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଅକ୍ସନ ପ୍ରକ୍ରିୟା ଶେଷ ହୋଇଛି । ପ୍ରତ୍ୟେକ ଦଳ ନିଜ ନିଜ ମନପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରି ସାରିଛନ୍ତି । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ…

‘ହାର୍ଦ୍ଦିକଙ୍କ ସ୍ଥାନ ନେବା କଷ୍ଟ, କିନ୍ତୁ…’ ଗୁଜୁରାଟର ନେତୃତ୍ୱକୁ ନେଇ କୋଚ ଆଶିଷ ନେହରାଙ୍କ ବୟାନ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯିବା ଫ୍ରାଞ୍ଚାଇଜି ପାଇଁ ଏକ ବଡ଼ ଝଟକା । ହାର୍ଦ୍ଦିକଙ୍କ ନେତୃତ୍ୱରେ ପ୍ରଥମ ସିଜନରେ ହିଁ ଗୁଜୁରାଟ ଚମ୍ପିଆନ୍ ପାଲଟିଥିଲା ।…