Breaking News ଘାଟୀରେ ଓଲଟିଲା ଟିପ୍ପର, ଚାଲିଗଲା ୫ ଜୀବନ Development Nov 25, 2023 ଭୁବନେଶ୍ୱର: ଆଜି ମାଲକାନାଗିରିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ ଟିପ୍ପର ଓଲଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ହନ୍ତାଳଗୁଡା ଘାଟୀରେ…
Breaking News ଆଉ ଇସ୍ରାଏଲକୁ ସୈନ୍ୟ ସହାୟତା ଦେବନି ଆମେରିକା, କାହିଁକି ବଦଳିଗଲା ବାଇଡେନଙ୍କ ନିଷ୍ପତ୍ତି Development Nov 25, 2023 ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଏବେ ବୁଝାମଣା ଭିତ୍ତିରେ ସାମୟିକ ଭାବରେ ଯୁଦ୍ଧ ବନ୍ଦ ରହିଛି ଓ ଉଭୟ ପକ୍ଷରୁ ପଣବନ୍ଦୀମାନଙ୍କୁ…
Breaking News (video)ଅଚାନକ ଧୁ ଧୁ ହୋଇ ଜଳିଉଠିଲା ରେଳଷ୍ଟେସନ, ସାମ୍ନାକୁ ଆସିଲା ସେହି ସମୟର ଭୟଙ୍କର ଭିଡିଓ Development Nov 25, 2023 କୋଲକାତା: ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା କୁଲଟୀ ରେଳଷ୍ଟେସନରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ, ଏଥିରୁ ଉଠୁଥିବା କଳା ଧୂଆଁ ବହୁ ଦୂରକୁ ବ୍ୟାପିଯାଇଥିଲା । ଏବେ…
Breaking News Whisky ପରେ Vodka ପିଇ ନିଶାରେ ମାତାଲ କୁକୁର! ବନ୍ଦ ଘରେ ଚାଲିଛି ମଦ ପାର୍ଟି Development Nov 24, 2023 ନୂଆଦିଲ୍ଲୀ: ମଦ ପିଇବା ପରେ ମଣିଷ ନିଜ ହିତାହିତ ଜ୍ଞାନ ବି ଭୁଲିଯାଏ । ଏହା ଭିତରେ ଯଦି ଏହାର ନିଶା ଲାଗିଯାଏ, ସେଥିରୁ ବାହାରିବା ଏତେ ସହଜ ହୋଇନଥାଏ । କିନ୍ତୁ କେବେ କୌଣସି ପଶୁପକ୍ଷୀକୁ ମଦ ପିଇ ନିଶାରେ ଝୁମୁଥିବାର…
Breaking News ଅଚାନକ କ୍ରିକେଟରୁ ବିଦାୟ ନେଲେ ଷ୍ଟାର ଅଲରାଉଣ୍ଡର: ସୋସିଆଲ ମିଡିଆରେ କଲେ ପୋଷ୍ଟ Development Nov 24, 2023 ନୂଆଦିଲ୍ଲୀ: ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ସୋସିଆଲ ମିଡିଆରେ ଏକ ଛୋଟ ପୋଷ୍ଟ କରି ସେ ହଠାତ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି…
Breaking News (Video) କାନ୍ଦନି ବାପା.. ଆମେ ପୁଣି ଜିତିବା: ରୋହିତଙ୍କ ବିଶ୍ୱକପ ଦୁଃଖ ବୁଝୁଛନ୍ତି ଝିଅ ସମାୟରା Development Nov 24, 2023 ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପ ଟ୍ରଫି ହରାଇଛି ଟିମ ଇଣ୍ଡିଆ । ୧୯ ତାରିଖରେ ଏହି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପରାଜୟର ଦୁଃଖକୁ ଭୁଲି ପାରିନାହାନ୍ତି ଅଧିନାୟକ…
Breaking News DeepFake ଭିଡିଓ ପାଇଁ ଚିନ୍ତାରେ ଭାରତ: ୧୦ ଦିନ ଭିତରେ ଲାଗୁ ହେବ ଏହିସବୁ ଆଇନ! Development Nov 24, 2023 ନୂଆଦିଲ୍ଲୀ: ବଲିଉଡ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଅଜଣା ଭୟ ସୃଷ୍ଟି ହୋଇଛି । କେବଳ ରଶ୍ମିକା ନୁହେଁ, ଏହାପରେ କ୍ୟାଟ୍ରିନା କୈଫ ଏବଂ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ…
Breaking News Breaking News; ମାତ୍ର ୪ ଦିନରେ ସରିଗଲା ବିଧାନସଭା : ୨୬ ଦିନ ବାକି ଥାଇ ବନ୍ଦ ହେଲା ଶୀତ ଅଧିବେଶନ Development Nov 24, 2023 ଭୁବନେଶ୍ୱର: ଯଥେଷ୍ଟ ସମୟ ବାକି ଥାଇ ମଧ୍ୟ ଅଦାରେ ଅଟକିଛି ବିଧାନସଭା ଅଧିବେଶନ । ମାତ୍ର ୪ ଦିନ ପର୍ଯ୍ୟନ୍ତ ହିଁ ତିଷ୍ଠି ପାରିଛି ବିଧାନସଭାର ଶୀତ ଅଦିବେଶନ । ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୀତ ଅଧିବେଶନ…
Breaking News ଏହା ହେଉଛି ବିଶ୍ୱର ସବୁଠାରୁ ଭୟଙ୍କର ଚାକିରୀ, (video) ଦେଖିଲେ ଆପଣଙ୍କର ବି ଚେତା ବୁଡିଯିବ Development Nov 24, 2023 ନୂଆଦିଲ୍ଲୀ: ସବୁ ଲୋକଙ୍କୁ ମନେ ହୋଇଥାଏ କି ତାଙ୍କ ଚାକିରୀ ସବୁଠାରୁ ଖରାପ ଓ ଅନ୍ୟମାନଙ୍କ ଚାକିରୀ ବହୁତ ଭଲ । କିନ୍ତୁ ଯେତେବେଳେ ତାକୁ ଅନ୍ୟର ଚାକିରୀ ବିଷୟରେ ବାସ୍ତବ ତଥ୍ୟ ଜଣାପଡିଥାଏ ସେତେବେଳେ ସତ୍ୟ ତା’ ଆଖି…
Breaking News ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ: ନ ମାନିଲେ ୫୫ ଲକ୍ଷ ଟଙ୍କାର ଜରିମାନା! Development Nov 24, 2023 ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଖାଦ୍ୟରେ ଆମିଷ ଭୋଜନ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ମାର୍କେଟରେ ମଧ୍ୟ ବିଭିନ୍ନ ମାଂସ ଜାତୀୟ ଖାଦ୍ୟ ଉପରେ ଅଧିକ ଚାହିଦା ରହୁଛି । ଚିକେନ୍ ଏବଂ ମଟନ୍ ରୁ ପ୍ରସ୍ତୁତ…