(Video) ମା’ ମହାଲକ୍ଷ୍ମୀଙ୍କ ନୀତିକାନ୍ତିରେ ଲାଗେନି ତୁଳସୀ: କାହିଁକି ପବିତ୍ର ତୁଳସୀଠୁ ଦୂରେଇ ରହିଲେ ଧନଦାତ୍ରୀ?
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁଠାରୁ ପ୍ରିୟ ହେଉଛି ତୁଳସୀ । ମହାପ୍ରଭୁଙ୍କ ପ୍ରତ୍ୟେକ ନୀତିକାନ୍ତିରେ ତୁଳସୀ ପତ୍ରକୁ ସ୍ଥାନ ଦିଆଯାଏ । ତେଣୁ ତୁଳସୀ ଗଛ ଏବଂ ତୁଳସୀ ପତ୍ରକୁ ପୂଜା କରାଯାଇଥାଏ । କୁହାଯାଏ ତୁଳସୀ…