ସିରାଜଙ୍କ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ: ୫ ଓଭରରେ ଶ୍ରୀଲଙ୍କାର ଖେଳ ଶେଷ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଶ୍ରୀଲଙ୍କା । କିନ୍ତୁ ଭାରତର ଘାତକ ବୋଲିଂ ଆଗରେ ଶ୍ରୀଲଭ୍କାର ସମସ୍ତ ଖେଳାଳି ଫେଲ ମାରିଛନ୍ତି । ମହମ୍ମଦ…

ବିଶ୍ୱକର୍ମା ପୋର୍ଟାଲ ସହ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ: ଜନ୍ମଦିନରେ ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ପବିତ୍ର ବିଶ୍ୱକର୍ମା ପୂଜା ସାରା ଦେଶରେ ପାଳନ କରାଯାଉଛି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରେ ଦେଶବାସୀଙ୍କ ଖୁସି ଡବଲ ହୋଇଯାଇଛି । ତେବେ ଏହି ଖୁସିକୁ ଆହୁରି ସ୍ମରଣୀୟ…

ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବ ସେନାର ଏହି ନୂଆ ଡ୍ରୋନ, ୪ ଦିଗରୁ କରିବ ବମ୍ ବର୍ଷା

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଷଷ୍ଠ ଦିନ ବି ଏନକାଉଣ୍ଟର ଜାରି ରହିଛି । ଏଠାରେ ଏବେ ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି । ଆତଙ୍କବାଦୀଙ୍କ ତଲାସରେ ସେନାର ବିଶେଷ ହେଲିକପ୍ଟର…

ବିନା ନମ୍ବରରେ ବି ହ୍ୱାଟସଆପରେ ସେଲିବ୍ରିଟିଙ୍କ ସହ ଜଡିତ ହୋଇପାରିବେ, କିପରି ତିଆରି କରିବେ ନିଜ ଚ୍ୟାନେଲ ଜାଣିନିଅନ୍ତୁ

ନୂଆଦିଲ୍ଲୀ: ଆପଣ ଏବେ ବିନା ନମ୍ବରରେ ବଡ ବଡ ସେଲିବ୍ରିଟିଙ୍କ ସହ ଜଡିତ ହୋଇପାରିବେ । ଏଥିପାଇଁ ଆପଣଙ୍କୁ ସେମାନଙ୍କ ହ୍ୱାଟସଆପ ଚ୍ୟାନେଲକୁ ଫଲୋ କରିବାକୁ ପଡିବ । ଏଥିପାଇଁ ହ୍ୱାଟସଆପ ଏହାର ନୂଆ ଫିଚର ଲଞ୍ଚ କରିଛି ।…

(video)ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ଯଶୋଭୂମି ସେଣ୍ଟର, ଜୋତା ହାତରେ ଧରି ମୋଚୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ନିର୍ମିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର(IICC)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଯଶୋଭୂମି କନଭେନସନ ସେଣ୍ଟର…

ବାହାଘରକୁ ମାତ୍ର ସପ୍ତାହେ ବାକି ଥିବା ବେଳେ କାହିଁକି ରାଗୁଛନ୍ତି ପରିଣୀତି, ଆସନ୍ତୁ ଜାଣିବା କାରଣ

ମୁମ୍ବାଇ: ପରିଣୀତି ଓ ରାଘବ ଚଢା ସେପ୍ଟେମ୍ବର୨୪ ତାରିଖରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ପରିଣୀତି ଓ ରାଘବ ଏକ ବଡ ୱେଡିଂ ସେଲିବ୍ରେସନର ପ୍ରସ୍ତୁତି କରୁଛନ୍ତି ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।…

ସନାତନ ଧର୍ମକୁ ନେଇ ବଢୁୁଥିବା ବିବାଦରୁ ବିଜେପି ଉଠାଉଛି ଲାଭ, କଂଗ୍ରେସକୁ ଚୁପ୍ ରହିବାକୁ ଦଳର ଶୀର୍ଷ ନେତାମାନେ ଦେଲେ ପରାମର୍ଶ

ହାଇଦ୍ରାବାଦ: ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ…

୭୩ ବର୍ଷରେ ଯୁବକଙ୍କୁ ବି ପଛରେ ପକାଇ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ , ରାଜ୍ କ’ଣ ରହିଛି ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୭୩ ବର୍ଷରେ ବି ତାଙ୍କ ମଧ୍ୟରେ ଏକ ଯୁବକର ଶକ୍ତି ଭରି ରହିଛି । ଗୋଟିଏ ଦିନରେ ସେ ୮ ସହରରେ ଅଲଗା ଅଲଗା ଇଭେଣ୍ଟ ଆଟେଣ୍ଡ କରିଥାନ୍ତି…

ଚାଣକ୍ୟ ନୀତି: ଭୁଲ୍‌ରେ ବି ପତ୍ନୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ପତି-ପତ୍ନୀଙ୍କ ସମ୍ବନ୍ଧ ଏତେ ସମ୍ବେଦନଶୀଳ ହୋଇଥାଏ ଯେ, ସାମାନ୍ୟ ମିଛ ଏହି ସଂପର୍କକୁ ନିମିଷକ ମଧ୍ୟରେ ଭାଙ୍ଗି ଦେଇପାରେ । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ବିବାହିତ ଜୀବନରେ ସୁଖୀ ରହିବା ଲାଗି କିଛି କଥା ଲୁଚାଇ…

(video)ବିଶ୍ୱର ସବୁଠାରୁ ବିଶାଳକାୟ ପିଆଜ ଯାହାର ଓଜନ ୯ କିଲୋ, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ପାଇବ ସ୍ଥାନ

ନୂଆଦିଲ୍ଲୀ: ପିଆଜର ବିଭିନ୍ନ କିସମ ବଜାରରେ ମିଳିଥାଏ । ଏକ ସାଧାରଣ ପିଆଜର ଓଜନ ୧୦୦ରୁ ୧୫୦ ଗ୍ରାମ ମଧ୍ୟରେ ହୋଇଥାଏ । କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତି ୯ କିଲୋ ଓଜନର ପିଆଜ ଅମଳ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି…