ବିଜେଡି-ବିଜେପି ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ, ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

ଓଡ଼ିଶା ଭାସ୍କର: ଓଡ଼ିଶାରେ ବିଜେଡି-ବିଜେପି ମହାମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ଏହା ମଧ୍ୟରେ ମେଣ୍ଟକୁ ନେଇ ଆସିଛି ଏକ ବଡ଼ ସଂକେତ। ଦିଲ୍ଲୀ ଯାଇଥିବା ରାଜ୍ୟ…

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ଓଡ଼ିଶା ଭାସ୍କର: ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସେଠାକାର ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ…

ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ଟ୍ରେନ୍: କାଲି ଶୁଭାରମ୍ଭ

ନୂଆଦିଲ୍ଲୀ: ବିକଶିତ ଭାରତ ପାଇଁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ସରକାର। କାରଣ ଅନ୍ୟ ଦେଶମାନଙ୍କ ଭଳି ଏବେ ଭାରତରେ ମଧ୍ୟ ଗଡିବାକୁ ଯାଉଛି ଅଣ୍ଡର ୱାଟର ମେଟ୍ରୋ ସେବା । ଏନେଇ ଏବେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ…

୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ…

ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ, ମାର୍କେଟରେ ଆଜି କେତେ ରହିଛି ରେଟ୍

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଫଳରେ ବଜାରରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ଦର ରହିଥିବା ବେଳେ ସବୁ ସହରରେ କିଛି କିଛି ସୁନା ଦର ବୃଦ୍ଧି…

ଏଣିକି ଓଡ଼ିଶାର ପ୍ରତି ଘରେ ମିଳିବ ମାଗଣା ବିଜୁଳି: ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ଓଡ଼ିଶା ଭାସ୍କର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ଭେଟିଦେଇଛନ୍ତି ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ।…

ଗର୍ଭାଶୟରୁ ବାହାରିଲା ୧୭ କେଜିର ଟ୍ୟୁମର, କୋରାପୁଟ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର

ଓଡ଼ିଶା ଭାସ୍କର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ(ଏସଏଲଏନ) ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଅସ୍ତ୍ରୋପଚାର ଦ୍ୱାରା ଜଣେ ମହିଳାଙ୍କ ଗର୍ଭାଶୟରୁ ୧୭ କେଲୋ ୨୭୦ ଗ୍ରାମ୍ ଓଜନର ଟ୍ୟୁମର…

ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ଭୁବନେଶ୍ୱର, ପ୍ରମୁଖତାରେ ରହିଛି ମଦ ଓ ଗଞ୍ଜେଇ

ଓଡ଼ିଶା ଭାସ୍କର: ନିଶାକବଳରେ ରାଜଧାନୀ ଭୁବନେଶ୍ୱରର ଯୁବପିଢ଼ି। ତେବେ ବଜାରରେ ଯେତେ ପ୍ରକାରର ନିଶା ଉପଲବ୍ଧ ହେଉଛି ତାହା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖୁବ ସେବନ ହେଉଛି। ଯାହା ଦ୍ୱାରା ନିଶା ସେବନରେ…

ଇଡିରେ ହାଜର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ଚାଲିଛି ଜେରା

ଓଡ଼ିଶା ଭାସ୍କର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର…

(Video) ‘ଜୟ ଜଗନ୍ନାଥ’ କହି ଚଣ୍ଡିଖୋଲରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶା ଭାସ୍କର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ଭେଟିଦେଇଛନ୍ତି ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ।…