ଅର୍ପଣ ରଥରେ ଶ୍ରୀମନ୍ଦିରକୁ ଏତିକି କୋଟି ଦକ୍ଷିଣା ଦେଇଛନ୍ତି ଶ୍ରଦ୍ଧାଳୁ

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା ସହ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଶ୍ରଦ୍ଧାଳୁମାନେ ମୁକ୍ତ ହସ୍ତରେ…

Propose Day କାହିଁକି ପାଳନ କରାଯାଏ? ଏହାର ମହତ୍ତ୍ୱ ଜାଣନ୍ତୁ…

ଓଡ଼ିଶା ଭାସ୍କର: ଫେବୃଆରୀକୁ ପ୍ରେମ ଓ ରୋମାନ୍ସର ମାସ ଭାବରେ ବିବେଚନା କରାଯାଏ ଯାହା ନୂଆ ସମ୍ଭାବନା ଓ ଆଶା ଆଣିଥାଏ। ଏହି ମାସରେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ଏକ…

ଏନଡିଏରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାର ପାଞ୍ଚ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଆଇକନିକ ଓଡ଼ିଆ ଆଦର୍ଶ ବିଦ୍ୟାଳୟ

ଓଡ଼ିଶା ଭାସ୍କର: ଆଜି ଉଦଘାଟିତ ହୋଇଛି ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ। ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ନିର୍ମିତ ଏହି ଶିକ୍ଷା ସୌଧକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ତେବେ ୨୦୨୨ ମସିହାରୁ ଏହା…

ଏଣିକି ଅନଲାଇନରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଆ ଭାଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ର ପଦକ୍ଷେପ । ଏଣିକି ଅନଲାଇନରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଓଡ଼ିଆ ଭାଷା ସମ୍ମିଳନୀ। ଏନେଇ ୧୦ କୋଟିର କର୍ପସ ଫଣ୍ଡ ଗଠନ ହେବ। ୧୫ ଶହ ହାଇସ୍କୁଲରେ…

ଏଥର ରାଜ୍ୟସଭାରେ ୪୦ ସିଟ୍ ବି ହାତେଇ ପାରିବନି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ତାଙ୍କର ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି ସମୟରେ ସେ ମନଇଚ୍ଛା କଂଗ୍ରେସ ଉପରେ ବର୍ଷିଛନ୍ତି। ନିକଟରେ ଲୋକସଭାରେ…

ପ୍ରଥମ ଦିନ କିଛି କହିଲେନି ହେଲେ ଦ୍ୱିତୀୟ ଦିନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ

ଓଡ଼ିଶା ଭାସ୍କର: ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାପରେ ସେ ସାଧାରଣ ସଭାରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଥିଲେ।…

ଓଡ଼ିଶା ବଜେଟ ଅଧିବେଶନ: ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ଓ ବିଜେଡି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ…

ପୁଣି ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଫଟୋ ଭାଇରାଲ

ଓଡ଼ିଶା ଭାସ୍କର; ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ,କ୍ୟାମେରା ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ସେପଟେ ଶ୍ରଦ୍ଧାଳୁଙ୍କୁ ନିୟମିତ…

ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

ଓଡ଼ିଶା ଭାସ୍କର: ଖୋର୍ଦ୍ଧା ଜିଲ୍ଲାରୁ ଏକ ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସୁଦର୍ଶନ ବିହାରର ଜଣେ ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା…