ବଣ୍ଡ୍ ଅବଧି ପୂରଣ ନକଲେ ଡାକ୍ତରୀ ଛାତ୍ରଛାତ୍ରୀ ଦେବେ ଦରମାର ଦୁଇଗୁଣା ଜରିମାନା: ଓଡ଼ିଶା ସରକାର

ଓଡ଼ିଶା ଭାସ୍କର: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶା ସରକାର ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ୨ବର୍ଷର ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ।…

ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି: ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି

ଓଡିଶା ଭାସ୍କର: ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି। ଦଳ ରାଜ୍ୟ ମହିଳା ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କ ନାମ ଘୋଷଣା କରିଛି । ମିନାକ୍ଷୀଙ୍କ ନିଯୁକ୍ତି ନେଇ…

CRPF କ୍ୟାମ୍ପ ଉପରେ ମାଓ ହମଲା: ୩ ଯବାନ ସହିଦ, ୧୪ ଗୁରୁତର

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ମାଓ ହମଲା। ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ସହ ଏଥିରେ ୧୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ…

୨ ଦିନ ପରେ ମୁହଁ ଖୋଲିଲେ ରାହୁଲ: କହିଲେ, ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ଗତ ରବିବାର ଦିନ ନୀତିଶ ତାଙ୍କର ଦଳ ପରିବର୍ତ୍ତନ କରିଥିଲେ। ସକାଳେ…

ଭିଜିଲାନ୍ସ ରେଡ୍ ବେଳେ ଆସିଲା JE ଙ୍କ କଳା ଧନର ଲମ୍ବା ଚିଠା: ରହିଛି ୧୧ ପ୍ଲଟ, ୨ କୋଠା

ଓଡିଶା ଭାସ୍କର: ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାଲକାନଗିରି,…

ଅନ୍ତିମ ସଂସ୍କାର ପରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନହେଲେ ଭୋଗିବେ…

ଓଡିଶା ଭାସ୍କର: ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ଅନେକ ପ୍ରଥା, ପରମ୍ପରା, ରୀତିନୀତି ଆଦି ରହିଛି। ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରଥା, ପରମ୍ପରା ଓ ରୀତିନୀତିକୁ ସମସ୍ତେ ଅନୁସରଣ କରିଥାନ୍ତି। ତେବେ…

ଏପରି କରିବା ଦ୍ୱାରା ହୋଇଥାଏ ବକ୍ଷର ଆକାର ହ୍ରାସ, ଜାଣନ୍ତୁ କେମିତି

ଓଡିଶା ଭାସ୍କର; ମହିଳାଙ୍କ କ୍ଷେତ୍ରରେ ବକ୍ଷ ହେଉଛି ଏକ ଭଗବାନଙ୍କ ଅବଦାନ । ଯେତେବେଳେ ଗୋଟେ ଶିଶୁ ଜନ୍ମ ନେଇଥାଏ ଏହି ବକ୍ଷରୁ ସେ ପ୍ରଥମ ଖାଦ୍ୟ ପାଇଥାଏ । ମା'ର ପ୍ରଥମ ମମତା ହେଉଛି ତାର ପିଲାକୁ ସ୍ତନ୍ୟପାନ କରେଇବା…

ବ୍ୟବସାୟରେ ବାରମ୍ବାର କ୍ଷତି ଘଟୁଛି କି? ଏହି ପ୍ରତିକାର କରନ୍ତୁ, ଆରମ୍ଭ ହୋଇଯିବ ଧନର ବର୍ଷା

ଆପଣ ଶୁଣିଥିବେ, ଯଦି ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଯାଏ ତାହେଲେ ଆପଣ ଆଦୌ ତିଷ୍ଠି ପାରିବେନି। ବିଶେଷକରି ବ୍ୟବସାୟ କ୍ଷେତ୍ରରେ ଅନେକ ଜଣଙ୍କର ଦୃଷ୍ଟି ରହିଥାଏ। ଏହି ଦୃଷ୍ଟି ଭିତରେ କିଛି…

(Viral Video)ମାଛ ଧରିବାର ଏହି ଟ୍ରିକ୍ ଦେଖିଲେ ଆପଣଙ୍କର ବି ମୁଣ୍ଡ ଗୋଲ ହୋଇଯିବ!

ଓଡିଶା ଭାସ୍କର: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଗଜବ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ। ସେ ଭିତରେ ଅଧିକାଂଶ ମଜାଳିଆ ଭିଡିଓ ଥାଏ, ଆଉ ଖାସ କରି କିଛି ନୂଆ ଜ୍ଞାନ କୌଶଳର ମଧ୍ୟ ଭିଡିଓ…

ପର୍ଯ୍ୟଟକଙ୍କ ପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହେଲା ନାଇଟ୍ ସଫାରୀ

ଓଡିଶା ଭାସ୍କର: ପର୍ଯ୍ୟଟକଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ୍ ସଫାରୀ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଆଜି ଏହି…