ଅଷ୍ଟ୍ରେଲିଆରେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ, ରାସ୍ତା କଡ ଡଷ୍ଟବିନରୁ ମିଳିଲା ମୃତଦେହ
ଭିକ୍ଟୋରିଆ: ପୁଣି ବିଦେଶ ମାଟିରୁ ଆସିଛି ଆଉ ଏକ ଦୁଖଦଃ ଖବର। ଅଷ୍ଟ୍ରେଲିଆରେ ଜଣେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହାଇଦ୍ରାବାଦର ବୋଲି ଜଣାପଡିଛି। ଶନିବାର ଦିନ ତାଙ୍କ ମୃତଦେହ…