ସେପ୍ଟେମ୍ବରରେ ଆସିବ କୋଭାଭାକ୍ସ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତରେ ମିଳିବ କୋଭାଭାକ୍ସ । ଏହାକୁ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଭାରତକୁ ଆସିବ ବୋଲି ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ…

ବଢ଼ିଲା ରାମଦେବ ବାବାଙ୍କ ଅଡୁଆ, ଆଇଏମଏ ରୁଜୁ କଲା ଆଉ ଏକ ମାମଲା

ରାୟପୁର: ପୁଣି ରାମଦେବ ବାବାଙ୍କ ଅଡୁଆ ବଢ଼ିଲା । ଛତିଶଗଡର ରାୟପୁରରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍ ଚିକିତ୍ସାରେ ଦିଆଯାଉଥିବା ଏଲୋପାଥିକ୍ ମେଡିସିନ୍ କୁ ନେଇ ଭୁଲ୍ ତଥ୍ୟ…

ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ । ଏନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ପ୍ରତିକ୍ରିୟା ଦେଇଛନ୍ତି ।…

ଅଭିଯୁକ୍ତଙ୍କ ‘କୁଣ୍ଡଳୀ’ ହେବ ରେକର୍ଡ, ‘ସନ୍ଧାନ’ କରିବ କମିସନରେଟ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୋରି ସାମଗ୍ରୀ ଏବଂ ଏଥିରେ ସଂପୃକ୍ତ ଅପରାଧୀ ତଥ୍ୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା  । ଗୋଟିଏ କ୍ଲିକରେ ଏହି ସବୁ ତଥ୍ୟ ଏବେ ମିଳିପାରିବ  । କମିସନରେଟ ପୋଲିସ ଏଭଳି ଦୁଇଟି ଆପ୍ଲିକେସନ…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ଦିଲ୍ଲୀ: ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ…

#Microsoft: ସିଇଓରୁ ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଏହାର ନୂଆ ଚେୟାରମ୍ୟାନ ଭାବରେ ଭାରତୀୟ ବଂଶଦ୍ଭୋବ ସତ୍ୟ ନାଡେଲାଙ୍କୁ ନିଯୁକ୍ତ କରିଛି । ସତ୍ୟ ନାଡେଲା ବର୍ତ୍ତମାନ ମାଇକ୍ରୋସଫ୍ଟର ସିଇଓ ଅଛନ୍ତି । ସେ ଜନ୍ ଥମସନଙ୍କ ସ୍ଥାନରେ ଏହି କାର୍ଯ୍ୟ…

‘ବି’ କାଟାଗୋରୀରେ ଥିବା ୧୩ ଜିଲ୍ଲାରେ ଆଉ କ’ଣ ଖୋଲା ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଆଂଶିକ ଲକଡାଉନ୍ । ଏନେଇ ଗତକାଲି ମୁଖ୍ୟ ଶାସନ ସଚିବ ଘୋଷଣ କରିଛନ୍ତି । ଏହି ଆଂଶିକ ଲକଡାଉନ୍ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି…

ଦୁଇଟି ଏଲଇଡି ବଲ୍ବ, ଗୋଟିଏ ପଙ୍ଖାରେ ବିଲ୍ ୩୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ବସ୍ତିରେ ରହିଛି ଆଜବେଷ୍ଟ ଘର । ଘର ଭିତରେ ରହିଛି ଗୋଟିଏ ଫ୍ୟାନ ଦୁଇଟି ବଲ୍ । ନାଁ ଅଛି ଟିଭି ,ଫ୍ରିଜ୍ ନା ୱାସିଂମେସିନ୍ । କିନ୍ତୁ ବିଦ୍ୟୁତ୍ ବିଲ୍ ଆସିଛି ୨୯ ହଜାର୫୨୧ । ଯଦି ଘରେ…

ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଚିକିତ୍ସା ପାଇଁ ବାହାରକୁ ପଠାଯିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା…