ଆମ୍ବ କୂଟନୀତିରେ ଇମ୍ରାନ ବିଫଳ; ବନ୍ଧୁ ବୋଲାଉଥିବା ଦେଶ ଉପହାରକୁ ଫେରାଇଦେଲେ

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷମତାରେ ଥିବା ଇମ୍ରାନ ଖାନ ଏବେ ଖୋଦ୍ ଦେଶ ପାଇଁ ଅସୁବିଧାର କାରଣ ସାଜିଛନ୍ତି । ଏବେ ସେ ପାକିସ୍ତାନକୁ ଜଟିଳ ଅସୁବିଧାରେ ପକାଇବା ସହିତ ନୂଆ ସମସ୍ୟା ସୃଷ୍ଟି କରିଚାଲିଛନ୍ତି । ଆର୍ଥିକ…

ରାତି ପାହିଲେ ରଜ: ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱୀଲ୍‌’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପ୍ରସ୍ତୁତି ଆରମ୍ଭ…

ଦେଶରେ ପ୍ରକାଶ ପାଉଥିବା କରୋନା ମୃତ୍ୟୁ ହାର ୭ଗୁଣା ଅଧିକ ଦର୍ଶାଯାଇଥିବା ରିପୋର୍ଟକୁ ଭିତ୍ତିହୀନ ସୂଚାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ପ୍ରକାଶ ପାଉଥିବା କୋଭିଡ ମୃତ୍ୟୁ ସଂଖ୍ୟା ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ । ଏହାକୁ ନେଇ ଗତ କିଛିଦିନ ହେବ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏହାକୁ ନେଇ କେନ୍ଦ୍ର ପ୍ରତିକ୍ରିୟା…

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର:(ଓଡିଶା ଭାସ୍କର): ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ମାଟ୍ରିକ୍ ମୂଲ୍ୟାୟନ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ…

ମିଛ ନୁହେଁ ସତ ହେଲା ନୁସରତଙ୍କ ବିବାଦୀୟ ଖବର ; ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ । ତାଙ୍କର ପର୍ସନାଲ ଲାଇଫକୁ ନେଇ ସେ ବହୁତ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ନେଇ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା…

ତିମି ଗିଳିବା ପରେ ବି ବଞ୍ଚିଛନ୍ତି ଏହି ଆମେରିକୀୟ ଚିଙ୍ଗୁଡ଼ି ଧରାଳି, ଜାଣନ୍ତୁ କିପରି ପାଇଛନ୍ତି ମୁକ୍ତି

ନୂଆଦିଲ୍ଲୀ: ତିମି ପାଟିରୁ ବର୍ତ୍ତି ଫେରିଛନ୍ତି ଜଣେ ଆମେରିକୀୟ ଯୁବକ । ଆଉ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଏହା ଚର୍ଚ୍ଚାରେ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସାମୁଦ୍ରିକ ଚିଙ୍ଗୁଡ଼ି…

ରାଶିଫଳ (ରବିବାର ,୧୩ ଜୁନ ,୨୦୨୧)

ମେଷ - ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର‌୍ୟ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା…

ଚୀନ ବୈଜ୍ଞାନିକ ବାଦୁଡିଙ୍କଠୁ ଠାବ କଲେ ୨୪ ନୂତନ ପ୍ରକାରର କରୋନା ଭାଇରସ୍, କୋଭିଡ୍-୧୯ ପରି ରହିଛି ମାରାତ୍ମକ

ଓ୍ଵାଶିଂଟନ : କରୋନା ଭାଇରସ୍ର ପ୍ରକୋପ ସଂପୂର୍ଣ୍ଣ ଭାବେ କେବେ ଥମିବ କହି ହେଉ ନାହିଁ। ପ୍ରଥମ ପରେ ଦ୍ଵିତୀୟ ଲହର ଏବଂ ଏହା ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହା ମଧ୍ୟରେ କରୋନା ଭାଇରସ୍…

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ…

ପୁଣି ଥରେ ବିଜେପିକୁ ଲାଗିବ ଝଟକା, ମୁକୁଲଙ୍କ ପରେ ଟିଏମସିକୁ ଫେରିବେ ରାଜୀବ ବାନାର୍ଜୀ

କୋଲକାତା: ନିର୍ବାଚନ ସରିଥିଲେ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ଉଷ୍ମତା ଭରି ରହିଛି। ରାଜ୍ୟରେ ଏବେ ନେତାଙ୍କ ଘର ବାହୁଡା ପର୍ବ ଆରମ୍ଭ ହୋଇ ଯାଇଛି। ଯେଉଁ ନେତା ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ…