ମୋଦୀ-ଉଦ୍ଧବ ବୈଠକ ପରେ ପାଓ୍ଵାରଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ମହାରାଷ୍ଟ୍ର ରାଜନୀତିରେ ଚାଲିଛି କଣ ?
ମୁମ୍ବାଇ : ବିଗତ ଦିନରେ ଦେଶ ରାଜନୀତିର ପରିଦୃଶ୍ୟରେ ଅନେକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳୁଛି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିଗଲା କିନ୍ତୁ ନେତାଙ୍କ ଦଳ ଅଦଳ ବଦଳ ପର୍ବ ଏବେ ମଧ୍ୟ ଜାରି ରହିଛି। ମୁକୁଲ ରୟ…