ବ୍ୟାପିଲା H10N3 ବାର୍ଡ ଫ୍ଲୁ ! ଚୀନର ୪୧ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: ବାର୍ଡ ଫ୍ଲୁର H10N3 ଭ୍ୟାରିଏଣ୍ଟରେ ପ୍ରଥମ ଥର ପାଇଁ ସଂକ୍ରମିତ ହୋଇଛି ମଣିଷ । ଆଉ ଏହି ମାମଲା ଆସିଛି ସେହି ବିବାଦୀୟ ଦେଶ ଚୀନର ଝୋନଝିଆଙ୍ଗ ସହରରରୁ । ଏନେଇ ସୂଚନା ଦେଇଛନ୍ତି ଚୀନର ରାଷ୍ଟ୍ରୀୟ…

ଲଦାଖରେ ଭାରତୀୟ ସେନାର ତୋପବର୍ଷଣକାରୀ ‘କେ-୯’ ବଜ୍ର ସଜାଗ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ୨୦୨୦ରେ ଚୀନ ସହ ହୋଇଥିବା ବିବାଦ ପରଠାରୁ ଭାରତୀୟ ସେନା ପୂରା ସତର୍କ ରହିଛି । ସମ୍ପ୍ରତି ଭାରତୀୟ ସେନା ଲଦାଖରେ ଚୀନ ତରଫରୁ କୌଣସି ସମ୍ଭାବ୍ୟ…

‘ତାରକ ମେହତା…’ର ନୂଆ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ କିଏ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଶୋ "ତାରକ ମେହତା କା ଉଲ୍ଟା ଚସ୍ମା'କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଏହି ଶୋ’ ରେ ଅନେକ ନୂଆ ଚେହେରା ନଜର ଆସୁଛନ୍ତି । ସେମାନଙ୍କୁ ମଧ୍ୟରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ…

ରାଜ୍ୟରେ ପ୍ରଥମ: ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସମ୍ ଅଲଟିମେଟ୍ ମେଡିକେୟାରରେ ସଫଳ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ -୧୯ର ଦ୍ଵିତୀୟ ଲହର ନ ଥମୁଣୁ ସମଗ୍ର ଦେଶରେ ବ୍ଲାକ ଫଙ୍ଗସ୍ ମହାମାରୀ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅନେକ ରାଜ୍ୟରେ ହଜାର ସଂଖ୍ୟାରେ ଲୋକ ଚିହ୍ନଟ ହେଉଛନ୍ତି । ଆମ…

ପୋକମିଶା ଖାଦ୍ୟର ଚାହିଦା ଅଧିକ, ରେଷ୍ଟୁରାଣ୍ଟକୁ ମିଳୁଛି ପ୍ରଶଂସା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: କୌଣସି ଖାଦ୍ୟ ବାସି କିମ୍ବା ଖରାପ ହୋଇଗଲେ ପୋକ ଲାଗିଯାଇଥାଏ । ସାଧାରଣତଃ ଖାଦ୍ୟରେ ପୋକ ଲାଗିଗଲେ ଆମେ ଏହାକୁ ଫିଙ୍ଗିଦେଉ । କିନ୍ତୁ କେବେ ଶୁଣିଛନ୍ତି କି ଏହିଭଳି ପୋକ ଲାଗିଥିବା ଖାଦ୍ୟକୁ ଲୋକେ ଖାଇବା…

ଏଠାରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ସହ ନାଚଗୀତ କରନ୍ତି ଲୋକେ, ଜାଣନ୍ତୁ ଏକ ଅଜବ ପରମ୍ପରା ବିଷୟରେ

ମାଡାମାସ୍କର: ଆମେ ସାଧାରଣତଃ ଖୁସି ଅବସରରେ ନାଚଗୀତ କରୁ ତଥା ମଉଜ ମଜଲିସ୍ କରୁ । ଯେମିତିକି କିଛି ଖୁସିର ମୁହୁର୍ତ୍ତ ଜନ୍ମଦିନ, ବିବାହ ସମୟରେ ଆମେ ନାଚଗୀତ କରି ଉପଭୋଗ କରୁ । ହେଲେ ଶବ ସତ୍କାର କରିବା ସମୟରେ ନାଚଗୀତ…

ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା: ରାଜ୍ୟ ସରକାରଙ୍କ ସହ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଅମଙ୍ଗ ଟିକା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର…

ସେନା ଓ ସରକାରଙ୍କ ବିରୋଧରେ କହିପାରିବନି ମିଡିଆ, ପାକିସ୍ତାନରେ ନୂଆ ନିୟମକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗର କଳଙ୍କକୁ ମୁଣ୍ଡାଇ ଆସିଥିବା ପାକିସ୍ତାନ ସରକାର ନିଜ ଦେଶରେ ପୁଣି ଏକଛତ୍ରବାଦ ଶାସନ ଚଳାଇବାକୁ ପ୍ରୟାସ କରୁଥିବା ଭଳି ଖବର ଆସିଛି । ଦେଶରେ ଜାରି ହୋଇଥିବା ଏକ…

କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା…

ନକ୍ସଲ କମାଣ୍ଡରରୁ କଂଗ୍ରେସ ବିଧାୟିକା ପର୍ଯ୍ୟନ୍ତ ସାଥୀକ୍କାଙ୍କ ଯାତ୍ରା, ଜାଣନ୍ତୁ ଗରିବଙ୍କ ଦୁଃଖ ଦୂର କରିବାକୁ କିପରି ଥିଲା ତାଙ୍କ ସଂଘର୍ଷ

ତେଲେଙ୍ଗାନା: ନକ୍ସଲ କମାଣ୍ଡରରୁ କଂଗ୍ରେସ ନେତା ସାଜିଥିବା ଦନସାରୀ ଅନୁସୂୟା ତଥା ସାଥୀକ୍କା ଆଜି ସାରା ଦେଶର ନାଗରିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ସେ ମାଓ ବୋର୍ଡରରେ ଜଣେ ନକ୍ସଲ କମାଣ୍ଡର ହିସାବରେ…