ସ୍ଫୁଟନିକ୍-ଭି ଦର ଭାରତ ବଜାରରେ ୯୪୮ ଟଙ୍କା

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର) : ରୁଷୀୟ ଟିକା ସ୍ଫୁଟନିକ୍-ଭି ଟିକାର ଆଜି ଦର ପ୍ରକାଶ କରିଛି ଡ଼. ରେଡ୍ଡୀ ଲ୍ୟାବ୍ । ସ୍ଫୁଟନିକ-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରଖାଯାଇଛି । ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି…

ବାତ୍ୟା ତଉକ୍ତେ: ୫ ରାଜ୍ୟରେ ମୁତୟନ ହେଲେ ଏନଡିଆରଏଫ୍ ଟିମ୍, କେରଳ ପାଇଁ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର): ମାଡି ଆସୁଛି ବାତ୍ୟା ତଉକ୍ତେ । ଏହା ହେଉଛି ୨୦୨୧ର ପ୍ରଥମ ବାତ୍ୟା । ଏହି ବାତ୍ୟା ଆରବ ମହାସାଗରରେ ବଳ ଗୋଟାଉଥିବା ବେଳେ କିଛି ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଭାରତୀୟ…

୧୦୦ ମହିଳାଙ୍କ ସ୍ୱାମୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ୬୬ ବର୍ଷିୟ ସୈନିକ: ଏବେ ସୁଦ୍ଧା କଲେଣି ୧୬ଟି ବିବାହ

ଜିମ୍ବାୱେ, ୧୪ା୫ : ପୋଥି ପୁରାଣରେ ଆମେ ଶୁଣିଛେ ଯେ, ଗୋଟିଏ ପୁରୁଷ ଏକାଧିକ ବିବାହ କରିଥାନ୍ତି । ଆଉ ତାହାପୁଣି ପରିବାରର ସହମତରେ । ହେଲେ ଆଜିକା ସମୟରେ ଏହା ସମ୍ଭବ ନୁହେଁ । କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁ…

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର): ଦେଶରେ ଆଜି କୃଷକ ମାନଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଉଛି । ଦେଶରେ ୯.୫ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଜନାର ଅଷ୍ଟମ କିସ୍ତି…

ରାଶିଫଳ(ଶୁକ୍ରବାର , ୧୪ ମଇ ,୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…

ସୁପ୍ରିମକୋର୍ଟରେ ହେଉଥିବା ଶୁଣାଣିର ସିଧା ପ୍ରସାରଣ ଉପରେ ଗମ୍ଭୀରତାର ସହ ଭାବରେ ବିଚାର କରାଯାଉଛି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୧୩/୫: ସୁପ୍ରିମକୋର୍ଟରେ ଶୁଣାଣିର ସିଧା ପ୍ରସାରଣ ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଥିବା ନେଇ କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣ । ଜଷ୍ଟିସ ରମଣ କହିଛନ୍ତି ଯେ ଏ ବାବଦରେ କୌଣସି ଠୋସ୍ ପଦକ୍ଷେପ…

ରିଲିଜ ହେଲା ପ୍ରଥମ ଲେସବିୟାନ୍  ଥ୍ରୀଲର ଚଳଚ୍ଚିତ୍ର ‘Dangerous’ ର ଟ୍ରେଲର

ମୁମ୍ବାଇ, ୧୩/୦୫: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଭାରତର ପ୍ରଥମ ଲେସବିୟାନ୍  ପ୍ରେମ ଚଳଚ୍ଚିତ୍ର ‘Dangerous’’ର ଟ୍ରେଲର ରିଲିଜ୍ କରିଛନ୍ତି, ଯେଉଁଥିରେ ଓଡିଆ ଅଭିନେତ୍ରୀ ଆପସରା ରାନୀ ଅଭିନୟ କରିଛନ୍ତି।…

ପୂର୍ବତନ କ୍ରିକେଟର ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚ ନିଯୁକ୍ତ

ନୂଆ ଦିଲ୍ଲୀ,୧୩/୦୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରମେଶ ପାୱାରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରମୁଖ କୋଚ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏହି ପଦବୀ ପାଇଁ ବିସିସିଆଇ ୩୫ ରୁ…

ମେ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ବ୍ଲଡମୁନ୍

ଓଡିଶା ଭାସ୍କର ବ୍ୟୁରୋ: ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ ।…