ଅନଲାଇନରେ ଲାଇଭ୍ କ୍ଲାସ୍ କରୁଥିବା ବେଳେ ସ୍ତ୍ରୀକୁ ଦେଖି ରୋମାଣ୍ଟିକ୍ ହୋଇଗଲେ ଶିକ୍ଷକ, କଲେ ଏପରି କାମ
କଲୋମ୍ବିଆ, ୩୦ା୪ : କରୋନା ମହାମାରୀ ଆରମ୍ଭ ହେବା ଠାରୁ ଅଧିକାଂଶ ଲୋକ ଘରେ ରହି କାମ କରୁଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ଘରେ ରହି ଅନଲାଇନରେ କ୍ଲାସ୍ କରୁଛନ୍ତି । ଏଥିସହ ସାମାଜିକ ଦୁରତା ଅବଲମ୍ବନ କରିବା ପାଇଁ…